Browsing Category

Crime

 ବନ୍ଧାହେଲେ ରସିକିଆ କନିଷ୍ଠଯନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜଣେ କି ଦୁଇଜଣ ନୁହଁନ୍ତି; ୪ ଜଣ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଏବଂ ବ‌ିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଜଣେ ରସିକିଆ ଯନ୍ତ୍ରୀ। ହେଲେ ଶେଷରେ ଚୋରାପୀରତି ଏବେ ପଦାରେ…
Read More...

ଜନ୍ମଦାତ୍ରୀ ମା’ ସାଜିଲା ପିଶାଚୀନି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମଦାତ୍ରୀ ମା’ ସାଜିଲା ପିଶାଚୀନି । ବଲାଙ୍ଗିର ଖଲିଆପାଲିରେ ଅଭାବନୀୟ ଘଟଣା |  ୬ ମାସ ପୁଅର ତଣ୍ଟିକାଟି ମେଡିକାଲରୁ ପଳାଇଲା ମା’ । ଖଲିଆପାଲି ଗାଁରେ ଶିଶୁପୁତ୍ରର ତଣ୍ଟି କାଟି ଦେଇଥିଲା ମା’।…
Read More...

ବାଲେଶ୍ୱରରେ ମର୍ମନ୍ତୁତ ସଡକ ଦୁର୍ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସକାଳୁ ସକାଳୁ ମର୍ମନ୍ତୁତ ସଡକ ଦୁର୍ଘଟଣା |  ପୁରୀରୁ ପଶ୍ଚିମବଙ୍ଗ ଫେରୁଥିବା ଗୋଟିଏ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟିପ୍ପରକୁ ଧକ୍କା ଦେଲା ବସ୍ । ର୍ଘଟଣାଗ୍ରସ୍ତ…
Read More...

ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ। ମୃତକ ଯୁବକ ଜଣକ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର ବୋଲି ସୂଚନା ମିଳିଛି । ପାରାଦୀପ ଜିରୋ ପଏଂଟ…
Read More...

ସିରିଜ୍ ଟ୍ରକ୍ ଦୁର୍ଘଟଣା, ସାତ ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସିରିଜ୍ ଟ୍ରକ୍ ଦୁର୍ଘଟଣା, ସାତ ଗୁରୁତର | କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ଠାରେ ଘଟିଛି ସିରିଜ ଦୁର୍ଘଟଣା । ଆଜି ସକାଳୁ ଟାଉନ ଥାନା ଅନ୍ତର୍ଗତ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା…
Read More...

କଟକରେ ଭୟଙ୍କର ସଡକ ଦୁର୍ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକରେ ଭୟଙ୍କର ସଡକ ଦୁର୍ଘଟଣା । କୁହୁଡି ହେଲା କାଳ । ପୃଥକ ପୃଥକ ସ୍ଥାନରେ ରୋଡ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ବିଭିନ୍ନ…
Read More...

ଭରସ୍ୟାମ ହରାଇ ଡିଭାଇଡରରେ ପିଟି ଓଲଟିଲା ବସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଟକ ଚୌଦ୍ୱାର ଥାନା ନୂଆପାଟଣା ନିକଟରେ ଭୋର ସମୟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭରସ୍ୟାମ ହରାଇ ଡିଭାଇଡରରେ ପିଟି ହେବା କାରଣରୁ ବସଟି ଓଲଟିପଡିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୪୦…
Read More...

ବାଙ୍ଗିରିପୋଷି ଘାଟି ଉପରେ ଘଟିଛି ଦୁର୍ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସକାଳୁ ସକାଳୁ ୪୯ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ବାଙ୍ଗିରିପୋଷି ଘାଟି ଉପରେ ଘଟିଛି ଏହି ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ,  ଜିଅନ୍ତା ଜଳିଗଲେ…
Read More...

ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ । ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା…
Read More...

ହତ୍ୟାକାଣ୍ଡର ପରଦା ହଟିଲା ଓ ହେଲା ସିନ ରିକ୍ରିଏସନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହତ୍ୟାକାଣ୍ଡର ପରଦା ହଟିଲା ଓ ହେଲା ସିନ ରିକ୍ରିଏସନ । ଆଜି ନାବାଳକ ଜ୍ୟୋତିପ୍ରକାଶ ର ହତ୍ୟାକାଣ୍ଡର ପରଦା ହୋଇଛି ମୁଖ୍ୟ ଅଭିଯୁକ୍ତ ଏବେ ପୋଲିସ ପଞ୍ଚାରେ । କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକ…
Read More...