Browsing Category

State

ଲୋକସଭା ପାର୍ଥି ସୁଦାମଙ୍କୁ ବାରିପଦାରେ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ଲୋକସଭା ସାଂସଦ ପାର୍ଥି ଭାବେ ସୁଦାମ ମାରାଣ୍ଡିଙ୍କ ନାମ ଘୋଷଣା କରିବା ପରେ ବିଜେଡି ରାଜନୀତି ପାଣିପାଗ ସରଗରମ ହୋଇଛି।…
Read More...

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଲେ ଅନୁଭବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟକା । ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ପରେ ଆଜି ଶଙ୍ଖ ଚିହ୍ନକୁ ବାଏ ବାଏ କରିଛନ୍ତି…
Read More...

ହାତ ଛାଡିଲେ କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହାତ ଛାଡିଲେ ଜଗତସିଂହପୁର ଜିଲ୍ଲା କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ।  ଆଜି ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ…
Read More...

ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଲବଲ କରିଲାଣି ତାତି । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ଆଗାମୀ ୪ରୁ ୫…
Read More...

ଟିକେଟ ପାଇବା ପରେ ସୁବାସିନୀଙ୍କୁ ଶୁଭେଛାର ସୂଅ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ବିଜୁଜନତା ଦଳ ମଧ୍ୟରେ ଅନେକ ଛକାପଞ୍ଝା ପରେ ବାଜି ମାରିଲେ ନାରୀନେତ୍ରୀ ସୁବାସିନୀ ଜେନା। ଦୀର୍ଘ ଦିନ ର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବସ୍ତା ଆସନରୁ ବିଜୁଜନତା…
Read More...

ବିଧାନସଭା ଆସନରେ ଲଢ଼ିବ “ଜୟ ମହାଭାରତ ପାର୍ଟି “

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଳିତ ନିର୍ବାଚନ ରେ ଓଡିଶା ରେ 21 ଲୋକସଭା ଓ 147 ବିଧାନସଭା ଆସନରେ ଲଢ଼ିବ "ଜୟ ମହାଭାରତ ପାର୍ଟି "| ଏହା ସହ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ 4 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି…
Read More...

ଶ୍ରୀମନ୍ଦିର ପ୍ରବେଶ ବେଳେ ଅସମ୍ଭାଳ ଭିଡ଼

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଥରେ ଶ୍ରୀମନ୍ଦିର ପ୍ରବେଶ ବେଳେ ଅସମ୍ଭାଳ ଭିଡ଼, ହଇରାଣ ହେଲେ ଶତାଧିକ ଶ୍ରଦ୍ଧାଳୁ । ଆଜି ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଅସମ୍ଭାଳ ଭିଡ଼ ପରିସ୍ଥିତି ଉପୁଜିଥିଲା । ପଶ୍ଚିମ ଦ୍ୱାର ଦେଇ…
Read More...

ନରସିଂହପୁର ତହସିଲ ଅଫିସରୁ ଫେରାର ହେଲା ଆସାମୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନରସିଂହପୁର ତହସିଲ ଅଫିସରୁ ଫେରାର ହେଲା ଆସାମୀ | ପୁଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ଚମ୍ପଟ | କାନପୁର ପୁଲିସ ହେପାଜତରେ ନରସିଂହପୁର ଏକ୍ସିକୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିବା ଦୁଇ…
Read More...

୫ ଏଆର ଗନ, ଗୁଳି ସହ ୨ ହରିଣ ଚମଡା ଓ ତୀର ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ ଏଆର ଗନ , ଗୁଳି ସହ ୨ ହରିଣ ଚମଡା ଓ ତୀର ଜବତ। ବାଲେଶ୍ଵର ଟାଉନ୍ ଥାନା ଅଧୀନ ବାରବାଟି ଅଞ୍ଚଳରୁ ହରିଣ ଚମଡା ସହ ଏହି ସବୁ ମାରଣାସ୍ତ୍ର କୁ ଜବତ କରିଛି । ଏହି ମାମଲାରେ ପୁଲିସ ଜଣକୁ ଗିରଫ କରିଛି…
Read More...

ପେପର ଲେସ କୋର୍ଟର ଶୁଭାରମ୍ଭ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ଜିଲ୍ଲା ଏବଂ ଦୌରା ଜର୍ଜ କୋର୍ଟ ପରିସରରେ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟରେ ଗୁରୁବାର ପେପର ଲେସ କୋର୍ଟର ଶୁଭାରମ୍ଭ ଭର୍ଚୁଆଲ ମୋଡ଼ ହୋଇଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟର…
Read More...