Browsing Category

State

ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା ଘର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା ଘର | ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗୀଭଅଁରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି…
Read More...

କେନ୍ଦୁଝର ଜିଲ୍ଲା ସାଂସଦ ପାର୍ଥି ଘୋଷଣା ପରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବଞ୍ଚୋ ଠାରେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ସମ୍ମିଳନୀରେ…
Read More...

ରାଜ୍ୟର ୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଗକୁ ଆହୁରି ତାତିବ ଓଡିଶା । ଆଜି ରାଜ୍ୟର ୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏନେଇ ଆକଳନ କରିଛି ଆଂଚଳିତ ପାଣିପାଗ…
Read More...

କେମିକାଲ୍ ମିଶା ରଙ୍ଗ ଲାଗି ୨୦ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୋଲିରେ ଅଘଟଣ। ହୋଲି ଖେଳି ୨୦ ଜଣ ଯୁବକ ଅସୁସ୍ଥ। ହୋଲିରେ କିଛି ରସାୟନିକ ପଦାର୍ଥ ମିଶା ଯିବା କାରଣରୁ ଏପରି ଅଘଟଣ ଘଚିଛି।   ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି |…
Read More...

ନିର୍ବାଚନ ପୂର୍ବରୁ ବଢ଼ିଲା ଶ୍ରମିକଙ୍କ ମଜୁରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ପୂର୍ବରୁ ବଢ଼ିଲା ଶ୍ରମିକଙ୍କ ମଜୁରୀ।  ବଢିଲା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମଜୁରୀ । ଓଡିଶା ସମେତ ଅନେକ ରାଜ୍ୟରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି…
Read More...

ବନ ବିଭାଗର ଚଢ଼ାଉ ପରେ ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ ବିଭାଗ ସହ ଛକାପଞ୍ଝା ପରେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି। ଯାଜପୁର ରୋଡ୍‌ ବନ ବିଭାଗ କାର୍ଯ୍ୟାଳୟକୁ ଆସି ମୋନାଲିସା ଓ ତାଙ୍କ ସ୍ୱାମୀ…
Read More...

ଖୁଣ୍ଟା ପୋଲିସ ଦ୍ବାରା ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖୁଣ୍ଟା ପୋଲିସ ଦ୍ବାରା ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର | ସୂଚନା ଅନୁସାରେ ଖୁଣ୍ଟା ଅଞ୍ଚଳର ଜଣେ ନିଖୋଜ ଥିବା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି | ଖୁଣ୍ଟା ପୋଲିସ ଦ୍ବାରା…
Read More...

ସାଧାରଣ ନିର୍ବାଚନ ପାଇଁ ବିଜେଡି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ…
Read More...

ରାଜପଥ ଉପରେ ଛିଡା ହୋଇଥିବା ଟ୍ରକର ପଛ ପଟୁ ଧକ୍କା ଦେଲା ଟ୍ରକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜପଥ ଉପରେ ଛିଡା ହୋଇଥିବା ଟ୍ରକର ପଛ ପଟେ ଧକ୍କା ଦେଲା ଆଉ ଏକ ଟ୍ରକ ପଛ ଟ୍ରକ ର ଡ୍ରାଇଭର ହେଲପର ଗୁରୁତର | କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର…
Read More...

ଯୋଡା ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୋଡା ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ | ଥାନା ଓ ଟାଟା ଷ୍ଟିଲ ମେଡିକାଲରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ| କେନ୍ଦୁଝର ଜିଲ୍ଲା ଯୋଡା ପୋଲିସ ହେପାଜତରେ ଜଣେ ଅଭିଯୁକ୍ତ ଯୁବକଙ୍କ…
Read More...