Browsing Category

State

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର,…
Read More...

ଲୋକସଭା ନିର୍ବାଚନ ତାରିଖ ଘୋଷଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଖେଇ ଆସୁଛି ସାଧାରଣ ନିର୍ବାଚନ - ୨୦୨୪। ଜନତାଙ୍କ ଠାରୁ ଆରମ୍ଭ କରି ନେତାମାନଙ୍କ ମନରେ ରହିଛି ଉତ୍ସାହ। ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ରହିଛନ୍ତି ସମସ୍ତ ରାଜନୈତିକ…
Read More...

ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌)। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ…
Read More...

ବିଶ୍ୱର ସର୍ବ ବୃହତ ଶସ୍ୟ ଭଣ୍ଡାରର କଲେ ଉଦଘାଟନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶର ସମବାୟ କ୍ଷେତ୍ରକୁ ମଜଭୁତ କରିବା ଦିଗରେ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ସମବାୟ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ…
Read More...

ରାଜ୍ୟରେ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିଷ୍ପତ୍ତି ନେଇଛନ୍ତି ସରକାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ ନିଷ୍ପତ୍ତି ନେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ…
Read More...

ଷ୍ଟିଲ ପାୱାର ଲିମିଟେଡ୍ ଗ୍ରାମ ବାସୀଙ୍କୁ କରୁଚି ଜୁଲମ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଡ଼ବିଲର ଉଲିବୁରୁ ଠାରେ ଥିବା ଶ୍ରୀଜଗନ୍ନାଥ ଷ୍ଟିଲ ପାୱାର ଲିମିଟେଡ୍ ଗ୍ରାମ ବାସୀଙ୍କୁ କରୁଚି ଜୁଲମ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଉଳିବୁରୁ ଠାରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ଗ୍ରାମବାସୀଙ୍କ…
Read More...

ବନବିଭାଗ ଦ୍ୱାରା ବିରଳ ପ୍ରଜାତିର ବଗ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବନବିଭାଗ ଦ୍ୱାରା ବିରଳ ପ୍ରଜାତିର ବଗ ଉଦ୍ଧାର | ମୟୁରଭଞ୍ଜ ଜିଲା ଦେଉଳି ବନବିଭାଗ ଏକ ନିଆରା ପ୍ରଜାତିର ବଗକୁ ଉଦ୍ଧାର କରିଥିବାର ଜଣାପଡିଛି | ତେବେ ସୂଚନା ମୁତାବକ, ଦେଉଳି ରେଞ୍ଜର ବୁଧେଶ୍ୱର…
Read More...

ମୟୁରଭଞ୍ଜ ଜିଲ୍ଲା ପୂର୍ବ ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୁରଭଞ୍ଜ ଜିଲ୍ଲା ପୂର୍ବର ନୂତନ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାଶଙ୍କ ସମ୍ବର୍ଦ୍ଧନା ସଭା ବାରିପଦାର ସ୍ବସ୍ତିକ ମଣ୍ଡପ ଠାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ରେ…
Read More...

 ବେଆଇନ ଗୋଚାଲାଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବେଆଇନ ଗୋଚାଲାଣ। ବାଲେଶ୍ଵର ଜିଲ୍ଲା ସିମୁଳିଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଗୋରୁ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି । ସୂଚନା ଅନୁଯାୟୀ…
Read More...

ବିଜେଡିର ମିଶ୍ରଣ ପର୍ବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେଡିର ମିଶ୍ରଣ ପର୍ବ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ଅଞ୍ଚଳରେ ବିଜେଡିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ…
Read More...