ମୋଦୀଙ୍କ ସହ ଫୋନରେ କଥା ହେଲେ ଋଷ ରାଷ୍ଟ୍ରପତି ପୁଟିନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶୁକ୍ରବାର (ଜୁନ୍ ୩୦) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ନେତା ଭଙ୍ଗର ବିଦ୍ରୋହ ଏବଂ ଋଷ-ୟୁକ୍ରେନ ଯୁଦ୍ଧ…
Read More...

ଆସନ୍ତା ୩ ବର୍ଷ ପାଇଁ ୟୁରିଆ ସବସିଡି ଯୋଜନା ଜାରୀ ରହିବ, ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ: ମନମୋହନ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ କାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ôଥକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ ବାବଦରେ କେନ୍ଦ୍ର ସରକାର ୩.୭୦ ଲକ୍ଷ କୋଟି…
Read More...

ପ୍ରଚାର ସର୍ବସ୍ୱ ଓଡ଼ିଶା ସରକାରଙ୍କୁ ଓଡ଼ିଆ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା ଦେଖାଯାଉନାହିଁ, ମାହାଙ୍ଗା ନିର୍ବାଚନମଣ୍ଡଳୀର…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଓଡ଼ିଶା ବହୁତ ଖରାପ ସ୍ଥିତିରେ ଅଛି । ସରକାରଙ୍କ ପକ୍ଷରୁ ହେଉଥିବା କାମରେ ଟେଣ୍ଡର ହେଉନାହିଁ । ପାରଦର୍ଶିତା ନାହିଁ, ସ୍ୱଚ୍ଛତା ନାହିଁ । ଅନେକ ଯୋଜନାରେ ଭୂତ ହିତାଧିକାରୀ ଅଛନ୍ତି । ପ୍ରଚାର…
Read More...

ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ନେଇ ଏପରି କହିଲେ ମୋଦି

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, (ଡିୟୁ) କେବଳ ବିଶ୍ବବିଦ୍ୟାଳୟ ନୁହେଁ, ଗୋଟାଏ…
Read More...

ଯେତେବେଳେ ସରକାର ମୁଣ୍ଡବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ : ପୃଥ୍ୱୀରାଜ ହରିଚନ୍ଦନ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଣି ବିଜେଡି ଉପରେ ବର୍ଷିଛି ବିଜେପି।   ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ବିଜେଡି ଉପରେ ବିଜେପି ବର୍ଷିଛି । ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,…
Read More...

ଆତିଶୀ ମାର୍ଲେନାଙ୍କ ହାତରେ ୧୦ ମନ୍ତ୍ରାଳୟ ଦାୟିତ୍ବ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ‘ଆପ୍‌’ ବିଧାୟିକା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଦାୟିତ୍ବରେ ୧୦ଟି ମନ୍ତ୍ରାଳୟ ରହିବ। ଦିଲ୍ଲୀ କ୍ୟାବିନେଟ୍‌ ପୁନଃସଂରଚନା କରାଯିବା ପରେ ଏହା କରାଯାଇଛି। ଦିଲ୍ଲୀ…
Read More...

ମୁକ୍ତିଲାଭ କଲା ଅମ୍ଲାନ ଓ ଏଲିନା ଯୋଡି ଓଡ଼ିଆ ସିନେମା ‘ପ୍ରିୟେ ତୁମୋ ସିଏ’

ସାରା ଓଡ଼ିଶାର ୩୫ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷୀତ ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁମୋ ସିଏ’ । ପ୍ରଥମଥର ପାଇଁ ପରଦାରେ ଏକାଠି ନଜର ଆସିଛନ୍ତି ଅମ୍ଳାନ ଓ ଏଲିନା । ଏହା ଝିଲିକ ମୋସନ ପିକ୍ଚର୍ସ ର ଚତୁର୍ଥ…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ୩ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନବରଙ୍ଗପୁରରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଜଣେ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।…
Read More...

ଫୁଲ ତୋଳିବା ବେଳେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି…
Read More...

ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କଲେ ଆମେରିକା ସୁପ୍ରିମ୍‌କୋର୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନ କ୍ଷେତ୍ରରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କରିଛନ୍ତି ଆମେରିକା ସୁପ୍ରିମ୍‌କୋର୍ଟ । ଏହାଦ୍ବାରା ଅନେକ ଦଶନ୍ଧି ଧରି ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା…
Read More...