କେବେ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଘୋଷଣା

ଓଡିଆ ନ୍ୟୁଜ (ବ୍ୟୁରୋ): ଆସନ୍ତାକାଲି ସୁଦ୍ଧା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇପାରେ । ଆଜି ମଲ୍ଲିକାର୍ଜୁନ ଖାର୍ଗେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ । କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ବିଜେତା ଘୋଷିତ ହେବା…
Read More...

କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ, କେତେ ରାଜ୍ୟରେ ରାଜ କରୁଛି କଂଗ୍ରେସ ?

ଓଡିଆ ନ୍ୟୁଜ (ବ୍ୟୁରୋ):  କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ରେକର୍ଡ ବିଜୟ ହାସଲ କରିଛି । ଦଳ ଏକ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି । ରାଜ୍ୟର ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୩୬ଟି ଆସନ ଜିତିଛି…
Read More...

କଂଗ୍ରେସ ଭବନରେ କର୍ଣ୍ଣାଟକ ବିଜୟ ଉତ୍ସବ ପାଳନ, ନାଚିଲେ କର୍ମୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକର କଂଗ୍ରେସର ବିପୁଳ ଓ ବୃହତ୍ତ ବିଜୟକୁ ଆନନ୍ଦ ଓ ଉଲ୍ଲାସ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଆଜି ଦିନ ତମାମ କଂଗ୍ରେସର କର୍ମୀ ଓ ନେତୃବର୍ଗ ପରସ୍ପରକୁ…
Read More...

ରାଜ୍ୟରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟନ କଲେ ସୁପ୍ରିମକୋର୍ଟର ବିଚାରପତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟିତ ହୋଇଯାଇଛି। କଟକ ଜୁଡିସିଆଲ ଏକାଡେମୀରୁ ଭ୍ରଚୁଆଲ ମୋଡ଼ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି…
Read More...

ଜାମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ କାଶ୍ମୀରର ଅନନ୍ତନାଗର ଆନ୍ଧୱନ ସାଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବାର ଖବର ରହିଛି। କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି କହିଛି ଯେ ଆଣ୍ଡାମାନ ସାଗର…
Read More...

କର୍ଣ୍ଣାଟକରେ ଅମାନତ ହରାଇଲା ଆପ୍: ନୋଟା ଠାରୁ ପାଇଲା କମ୍ ଭୋଟ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସ ଜବରଦସ୍ତ ପ୍ରଦର୍ଶନ କରି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି। ୬୬ ଟି ସିଟ୍ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ନିକଟରେ ଏକ ଜାତୀୟ ଦଳର ମାନ୍ୟତା ହାସଲ କରିଥିବା ଆମ୍…
Read More...

ବକ୍ସ ଅଫିସରରେ ଧମାଲ କରୁଛି ଫିଲ୍ମ “ଦ କେରଳ ଷ୍ଟାରୀ’: ୧୦୦ କୋଟିରୁ ଅଧିକ କଲାଣି ଆୟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସମସ୍ତ ବିବାଦ ଘେରି ରହିଥିବା ସତ୍ତେ୍ୱ' କେରଳ ଷ୍ଟୋରୀ'ବକ୍ସ ଅଫିସରେ ନିଜର ଦୃଢତା ବଜାୟ ରଖିଛି ଏବଂ ବ୍ୟବସାୟ ମଧ୍ୟ କରୁଛି। ସୁଦୀପଟୋ ସେନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏକ ବଡ଼…
Read More...

ୟୁକେନ୍ର ଅସ୍ତ୍ର ଡିପୋ ଉଡ଼ାଇଲା ଋଷ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ ୟୁକ୍ରେନର ଅସ୍ତ୍ର ଡିପୋ ଉପରେ ଆକ୍ରମଣ କରିଥିଲା। ଋଷର ଆକ୍ରମଣ ହେତୁ ପ୍ରାୟ ୫୦୦ ନିୟୁତ ମୂଲ୍ୟର ୟୁକ୍ରେନର ଗୁଳି ନଷ୍ଟ ହୋଇଯାଇଥିଲା। ଏହା ପରେ ଏକ ବେଲୁନ୍ ଧୂଆଁ ଦେଖାଗଲା । ଏହି ଆକ୍ରମଣ ଋଷର…
Read More...

ଅପରାହ୍ନ ୫.୩୦ରେ ସିଏଲପି ମିଟିଂ: କର୍ଣ୍ଣାଟକର ନିର୍ବାଚିତ ପ୍ରତିନିଧି ବାଛିବେ ସେମାନଙ୍କ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ଏକପାଖିଆ ବିଜୟ ପରେ ରବିବାର (ମଇ ୧୪) ଅପରାହ୍ନ ୫.୩୦ ସମୟରେ କଂଗ୍ରେସ ବିଧାନସଭା ପାର୍ଟି (ସିଏଲପି) ବୈଠକ ହେବାକୁ ଯାଉଛି। ଏଥିରେ ବିଧାୟକ ରାଜ୍ୟର ପରବର୍ତ୍ତୀ…
Read More...

ବାଲେଶ୍ବର: କାର ସହ ଟ୍ରକ ଧକ୍କା, ଚାରି ଗୁରୁତର

ଓଡିଆ ନ୍ୟୁଜ୍(ବ୍ୟୁରୋ): ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥ ମଇତାପୁର ଜଗନ୍ନାଥ ରାଇସ ମିଲ ନିକଟରେ ଗତକାଲିରାତିରେ ଏକ କାର ସହ ଟ୍ରକ ଧକ୍କା ହେବା ଫଳରେ ଚାରି ଜଣ ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ଆଜି…
Read More...