ଟଙ୍କା ଫେରି ପାଇବେ ସାହାରା ଜମାକାରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଭାବୀ ଗରିବ ଜନସାଧାରଣ ମୂଲ ଲାଗି, ଦୋକାନ କରି ନିଜ ପୁଅ ପାଠପଢା ଓ ଝିଅ ବାହାଘର ପାଇଁ ସାହାରା ଶାଖାରେ ଟଙ୍କା ଜମା କରିଥିଲେ ଲୋକେ। ମାତ୍ର ପଲିସି ହିସାବରେ ଡ୍ୟୁ ଡେଟ୍ ପୁରିଥିଲେ ବି ଜମାରାଶି…
Read More...

ଏପ୍ରିଲ ୧ରୁ ମହଙ୍ଗା ହେବ ମେଡିସିନ୍: ଆହୁରି ୧୨ ପ୍ରତିଶତ ବଢ଼ିଯିବ ଅତିଜରୁରୀ ଔଷଧ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏପ୍ରିଲ ୧ରୁ ମହଙ୍ଗା ହେବ ମେଡିସିନ୍। ମହଙ୍ଗା ହେବାକୁ ଥିବା ଜରୁରୀ ଔଷଧ ଭିତରେ ରହିଛି ୮ଶହରୁ ଅଧିକ ଔଷଧ । ଯାହା ଦର ଅଛି, ଆହୁରି ୧୨ ପ୍ରତିଶତ ବଢ଼ିଯିବ ଅତିଜରୁରୀ ଔଷଧ । ଫଳରେ ନିତିଦିନିଆ ଔଷଧ…
Read More...

ପଶ୍ଚିମା ଝଡ଼ର ପ୍ରଭାବ: ୩୦ ମିନିଟରେ ମାରିଲା ୫୪୦୦ ଥର ବିଜୁଳି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମା ଝଡ଼ର ପ୍ରଭାବରେ ଆଜି ବିଜୁଳି ଘଡ଼ଘଡ଼ି ମାରିବାରେ ସର୍ବକାଳୀନ ରେକର୍ଡ କରିଛି। ଆଜି ଅପରାହ୍ନରେ ଅଧଘଣ୍ଟାରେ ମାରିଛି ୫ ହଜାର ୪ ଶହ ଥର ବିଜୁଳି। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ…
Read More...

ଋଣ ଯନ୍ତାରେ ରାଜ୍ୟ: ବିଶ୍ୱବ୍ୟାଙ୍କରୁ ଆଉ ୭୦୦ କୋଟି ଟଙ୍କା ଋଣ ଆଣିଲା ଓଡ଼ିଶା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଋଣ ଯନ୍ତାରେ ବୁଡ଼ି ରହିଛି ରାଜ୍ୟ। ଏହାରି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ଼ କରିବା ନିମନ୍ତେ ବିଶ୍ୱବ୍ୟାଙ୍କ ଆଜି ଓଡ଼ିଶାକୁ ୧୦୦ ମିଲିୟନ ଡଲାର (ପ୍ରାୟ ୭୦୦କୋଟି ଟଙ୍କା) ଋଣ ମଞ୍ଜୁର କରିଛି।…
Read More...

ବଢେଇ ବାଙ୍କରେ ଅଟକିଲା ରୁକୁଣା ରଥ

ଓଡ଼ିଶା ନ୍ୟୁଜ୍(ବ୍ୟୁରୋ): ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁରୁଣା ରଥଯାତ୍ରା। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥକୁ ଭକ୍ତମାନେ ଉତ୍ସାହର ସହିତ ଟାଣିଟାଣି ନେଇ ଆଜି ସନ୍ଧ୍ୟା ୬ଟା ୨୦ରେ ବଢେଇବାଙ୍କ ଠାରେ ପହଞ୍ଚାଇଛନ୍ତି।…
Read More...

ପୁଣି ବିଧାନସଭାରେ ଉଠିଲା ନବ ଦାସ ପ୍ରସଙ୍ଗ: ୬୦ ଦିନ ପରେ ବି ଫଳ ଶୂନ୍ ନେଇ ବର୍ଷିଲେ ବିରୋଧୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୬୦ ଦିନ ପୁରିଥିଲେ ବି ଏଯାଏଁ ଫଳ ଶୂନ୍। ହତ୍ୟା ପଛର ଉଦେଶ୍ୟ ଓ ରହସ୍ୟକୁ ଏଯାଏଁ ଭେଦ କରିପାରିଲାନି ଓଡ଼ିଶା ପୋଲିସ। ଯାହାକୁ ନେଇ ଆଜି ଶୂନ୍ୟକାଳରେ ପୁଣି ଥରେ ନବ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, କୋଟିଆବାସୀଙ୍କ ସହ ‘ଉତ୍କଳ ଦିବସ’…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଭୁବନେଶ୍ୱର, କଟକ ଏବଂ…
Read More...

୨୪ ନିର୍ବାଚନକୁ ନେଇ ପୁଣି ଏକ ବଡ଼ ବୟାନ ଦେଲେ ମମତା ବାନାର୍ଜୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ରର ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର (ମାର୍ଚ୍ଚ ୨୯) ରୁ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ।…
Read More...

କର୍ଣ୍ଣାଟକରେ ବିଜେପିକୁ ଲାଗିପାରେ ବଡ଼ ଝଟକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବୁଧବାର (୨୯ ମାର୍ଚ୍ଚ) କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ମେ ୧୦ ରେ ଗୋଟିଏ ପର୍ୟ୍ୟାୟରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ମେ ୧୩ ରେ…
Read More...

ବିଜେଡ଼ି ନେତାଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସର ପ୍ରତିକ୍ରୀୟା: ଆରେ ଢମଣା, ବୁଲି ବୁଲି କରି ସେଇ ଅଗଣା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାମାଜିକ ଗଣମାଧ୍ୟମରେ ବିଜେଡ଼ି ନେତୃବୃନ୍ଦ ତଥା ମୁଖ୍ୟମନ୍ତ୍ରୀଙ୍କ “ଜୟ ଜଗନ୍ନାଥ” ଧ୍ୱନୀ ଉପରେ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ…
Read More...