ରାସ୍ତାରେ ପଡି ଛଟପଟ ହେଉଥିବା ଯୁବକକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ଦୁଇ ସ୍ବେଚ୍ଛାସେବୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମୟ ରାତି ପ୍ରାୟ ୮ଟା।ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ଆରକ୍ଷୀ ସହାୟତା କେନ୍ଦ୍ର ଓ "ମୋ ବସ" ଟର୍ମିନାଲ ରାସ୍ତାର ମଧ୍ୟ ଭାଗରେ ଜୈନକ ଯୁବକ ପଡି ଛଟପଟ ହେଉଥାନ୍ତି।ବାରମ୍ବାର ଉଠିବାକୁ ଚେଷ୍ଟା କରି…
Read More...
Read More...