ମଣିପୁରରେ ପୁଣି ହିଂସା: ୨ ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁରରେ ହିଂସା ଥମିବା ପାଇଁ ଯେତେ ଉଦ୍ୟମ କରୁଥିଲେ ମଧ୍ୟ ଉପଦ୍ରବକାରୀ ହିଂସା ଦିନକୁ ଦିନ ବଢାଇବାରେ ଲାଗିଛନ୍ତି । ଏହାରି ଭିତରେ ମଣିପୁରରେ ହିଂସା ପୁଣି ଦେଖିବାକୁ ମିଳିଛି । ଆଖିବୁଜା…
Read More...

ଆଜିଠୁ ଏସିଆ କପ୍ ଲଢେଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ ଲଢେଇ । ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ । ୨ ତାରିଖରେ ପରମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ…
Read More...

ଚନ୍ଦ୍ରରେ ମିଳିଲା ଅମ୍ଳଯାନର ସନ୍ଧାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରରେ ମିଳିଛି ଅମ୍ଳଯାନ । ଚନ୍ଦ୍ରରେ ଏବେ ଜୀବଜଗତ ସମ୍ଭବ ଏଭଳି ଆଶା ସୃଷ୍ଟି ହୋଇଛି । ରୋଭରରେ ଥିବା ଲିବ୍ସ ନାମକ ଯନ୍ତ୍ର ଚନ୍ଦ୍ରପୃଷ୍ଠରେ ଅନେକ ଗୁଡ଼ିଏ ପଦାର୍ଥ ରହିଛି ବୋଲି ସ୍ପଷ୍ଟ କରିଛି ।…
Read More...

ଋଷର ବିମାନ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷରେ ପୁଣି ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍ । ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ…
Read More...

ଜି୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜି୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଜାରି ରହିଛି । ଏହାରି ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟପକ ପ୍ରସ୍ତ୍ୁତି ଜାରି ରହିଛି । ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ…
Read More...

ରାୟଗଡ଼ାରୁ ନିଖୋଜ ପ୍ରଫୁଲ୍ଲ ସାମନ୍ତରା ବ୍ରହ୍ମପୁରରେ ଠାବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାୟଗଡ଼ାରୁ ନିଖୋଜ ପ୍ରଫୁଲ୍ଲ ସାମନ୍ତରା ବ୍ରହ୍ମପୁରରେ ଠାବ କରାଯାଇଛି। ରାୟଗଡ଼ାସ୍ଥିତ ଏକ ହୋଟେଲରୁ ଆଜି ଅପରାହ୍‌ଣ ୩ଟାରେ ନିଖୋଜ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପ୍ରାୟ ୬ ଘଣ୍ଟା ପରେ…
Read More...

ଦମ୍ପତିଙ୍କୁ ଦଳି ଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦମ୍ପତିଙ୍କୁ ଦଳି ଦେଲା ହାତୀ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତକହେଲେ…
Read More...

ଉଦ୍ଧାର ହେଲା ବଂଶଧାରାରେ ନିଖୋଜ ୨ ଶିଶୁଙ୍କର ମୃତଦେହ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉଦ୍ଧାର ହେଲା ବଂଶଧାରାରେ ନିଖୋଜ ୨ ଶିଶୁଙ୍କର ମୃତଦେହ। ନାବାଳକ ରତ୍ନାକରର ମୃତଦେହ ପାଲକାପଦାର ନଦୀ ତଟରେ ଆଜି ମଧ୍ୟାହ୍ନରେ ଉଦ୍ଧାର ହୋଇଥିବା ବେଳେ ମିନାଝୋଲା ଘଟଣାସ୍ଥଳରୁ ଅଳ୍ପ ଦୂରରେ ନାବାଳିକା…
Read More...

ନନ୍ଦନବିହାର ଲୁଟ୍ ଘଟଣା: ଆଉ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନନ୍ଦନବିହାର ଲୁଟ୍ ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି  । ଏବେ ପୁଣି ୫୦ ଲକ୍ଷର ଲୁଟ ଟଙ୍କା ଜବତ ହୋଇଛି  । …
Read More...

ଅକ୍ଟୋବର ୧୫ରେ ଓସିଏସ୍ ପ୍ରିଲିମ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ଅକ୍ଟୋବର ୧୫ରେ ଆୟୋଜିତ ହେବ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା(ଓସିଏସ୍) ପ୍ରିଲିମ୍। ମଙ୍ଗଳବାର ଓସିଏସ୍ ୨୦୨୨ର ତାରିଖ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)। ଅକ୍ଟୋବର ୧୫…
Read More...