ପାକିସ୍ତାନରେ ହେଲିକପଟର ଦୁର୍ଘଟଣାଗ୍ରସ୍ତ, 5 ମୃତ

ଓଡ଼ିଆ ନ୍ୟୁଜ୍: ପାକିସ୍ତାନରେ ହେଲିକାପଟର ଦୁର୍ଘଟଣା, 5 ମୃତ। ଉତ୍ତର ପାକିସ୍ତାନରେ ବର୍ଷା ପ୍ରଭାବିତ ଉଦ୍ଧାର କାର୍ଯ୍ୟ କରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି।…
Read More...

କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ବ୍ୟାପକ ଯୋଜନା କରିଛନ୍ତି: ମନମୋହନ ସାମଲ

ଓଡ଼ିଆ ନ୍ୟୁଜ୍: ବିଜେପି ରାଜ୍ୟରେ କାର୍ଯ୍ୟାଳୟରେ ପାଳିତ ହୋଇଛି ସ୍ଵାଧୀନତା ଦିବସ । ନେତା, କର୍ମକର୍ତ୍ତାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ଅବସରରେ ମନମୋହନ ସାମଲ କହିଛନ୍ତି,…
Read More...

ନିଜକୁ ଜାଳିଦେଲେ ଯୁବକ !

ଓଡ଼ିଆ ନ୍ୟୁଜ୍: ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ। ବାଲିପାଟଣା ଛକରେ ପେଟ୍ରୋଲ୍ ଢାଳି ଜଳିଗଲେ ଯୁବକ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର। ଦେହ ୮୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ସୂଚନା।ସମ୍ପତ୍ତି…
Read More...

ଦୟାନଦୀରେ ବୁଡ଼ିଗଲେ ୨ ଛାତ୍ର

ଓଡ଼ିଆ ନ୍ୟୁଜ୍: ଦୟାନଦୀରେ ବୁଡ଼ିଗଲେ ୨ ଛାତ୍ର; ଜଣଙ୍କ ମୃତଦେହ ଉଦ୍ଧାର। ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ିଗଲେ। ଅନ୍ୟଜଣେ ଛାତ୍ର ନିଖୋଜ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି। ୨ ଜଣ ଛାତ୍ର…
Read More...

ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ଓଡ଼ିଆ ନ୍ୟୁଜ୍:ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହସା। ହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ।ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆର୍ମଡ ପୋଲିସ SI ଗିରୀଶ ମାଝୀ, SOG ହାବିଲଦାର…
Read More...

ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି: ମୋହନ ମାଝୀ

ଓଡ଼ିଆ ନ୍ୟୁଜ୍:ଭୁବନେଶ୍ୱର ମହାତ୍ମା ଗାନ୍ଧୀମାର୍ଗରେ ୭୯ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ। ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହିତ…
Read More...

ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ

ଓଡ଼ିଆ ନ୍ୟୁଜ୍:ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି…
Read More...

ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ SI

ଓଡ଼ିଆ ନ୍ୟୁଜ୍: ଖାକିରେ ଦାଗ, ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ SI। ପୋଲିସ SI ସ୍ମୃତି ସାଗର ସାମଲଙ୍କୁ ଗିରଫ କଲା ଗୋଚ୍ଛାପଡ଼ା ପୋଲିସ। ଗୋଚ୍ଛାପଡ଼ାରେ କାର୍ଯ୍ୟରତ ଥିବା ସମୟରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ପ୍ରଲୋଭନ…
Read More...

ଶିକ୍ଷକଙ୍କ ମୃତଦେହ ପରେ ଶିକ୍ଷୟିତ୍ରୀ ପତ୍ନୀଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ୍: ଶିକ୍ଷକଙ୍କ ମୃତଦେହ ପରେ ଶିକ୍ଷୟିତ୍ରୀ ପତ୍ନୀଙ୍କ ମୃତଦେହ ଉଦ୍ଧାର।ସକାଳେ ଶିକ୍ଷକଙ୍କ ମୃତଦେହ ବିରିକୁଆଁ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଚମ୍ପୁଆ ଥାନା ରାମଲାରେ ନିର୍ମାଣାଧୀନ ଘରୁ ଶିକ୍ଷୟିତ୍ରୀଙ୍କ…
Read More...

ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ୍‌ ଓ୍ୱାର୍ଣ୍ଣିଂ

ଓଡ଼ିଆ ନ୍ୟୁଜ୍: ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା।ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷିବ।ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା। ଆସନ୍ତାକାଲି…
Read More...