ଓଲଟିଲା ଯାତ୍ରୀବାହୀ ବସ୍, ୭ ଯାତ୍ରୀ ଆହତ
ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା ପିତାପଲ୍ଲୀଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ରେ ପ୍ରାୟ ୫୦ ଯାତ୍ରୀ ଥିଲେ । ୭ ଯାତ୍ରୀ ଆହତ ହୋଇଛନ୍ତି ।ଡ୍ରାଇଭର ଭାରସାମ୍ୟ ହରାଇ ବସ୍ଟିକୁ ଡିଭାଇଡରରେ ପିଟି ଦେବାରୁ ଏହା ଓଲଟି ପଡ଼ିଥିଲା।…
Read More...
Read More...