#Odianews ନୂଆ ବାଘୁଣୀର ନାଁ ଜିନତ୍ Odia News Nov 15, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାରାଷ୍ଟ୍ରରୁ ଅଣାଯାଇଥିବା ନୂଆ ବାଘୁଣୀକୁ ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ ।ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ… Read More...
#Odianews ଗ୍ରୋସରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ Odia News Nov 15, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିଭିଲଟାଉନସିପସ୍ଥ ସୁରୁଚି ବଜାରରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ରାସନ ଓ ଉପହାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି | ରାଉରକେଲା ଇସ୍ପାତ… Read More...
#Odianews ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେଉଛି Odia News Nov 15, 2024 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍ଘାଟନ କରିବେ। ଏଥିରେ… Read More...
#Odianews ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଜଳାଶୟ ଡଙ୍ଗା ଭସାଇବାକୁ ଜନଗହଳିପୂର୍ଣ୍ଣ Odia News Nov 15, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହା ଉତ୍କଳୀୟ ପରମ୍ପରାର ଗର୍ବ ଗୌରବ । ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ,… Read More...
#Odianews ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା Odia News Nov 14, 2024 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍ ଲାଗିଲା ନିଆଁ। ପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏଭଳି କିଛି ଦୁର୍ଘଟଣା। ବିସ୍ଫୋରଣ ଯୋଗୁ ଆଖପାଖ… Read More...
#Odianews ‘ଶିଶୁ ଦିବସ’ରେ ପିଲାଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ପ୍ରଧାନଶିକ୍ଷକ Odia News Nov 14, 2024 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପବିତ୍ର ‘ଶିଶୁ ଦିବସ’ ପାଇଁ ବିଦ୍ୟାଳୟ ପରିସର ଉତ୍ସବମୁଖର ଥିବା ବେଳେ ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ନିଜର ପ୍ରିୟ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କୁ ଛାଡ଼ି ସବୁଦିନ ପାଇଁ ପରପାରିକୁ… Read More...
#Odianews ଓୟୁଏଟିରେ ୱାଟକୋ ଟିମ Odia News Nov 14, 2024 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓୟୁଏଟିରେ ଜଣ୍ଡିସ୍ ବ୍ୟାପିବା ପରେ ୱାଟକୋ, ଓୟୁଏଟିକୁ ଏକ ଟିମ୍ ପଠାଇଥିବା ଗୁରୁବାର ଜଣାପଡିଛି । ୱାଟକୋ ଜେନେରାଲ୍ ମ୍ୟାନେଜରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଯାଇଛି । … Read More...
#Odianews ସ୍କୁଲରୁ ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର Odia News Nov 14, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍କୁଲ କୋଠରୀରୁ ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ଜିଲ୍ଲା ଚୌଦ୍ଵାର ଓଟିଏମ୍ ହାଇସ୍କୁଲରୁ ଝୁଲନ୍ତା ଅବସ୍ଥାରେ ଜଗୁଆଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଓଟିଏମ୍… Read More...
#Odianews ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ Odia News Nov 14, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟ ନାରୟଣ।… Read More...
#Odianews ପୋଖରୀରେ ବୁଡ଼ି ଚାଲିଗଲା ୨ ଭାଇଙ୍କ ଜୀବନ Odia News Nov 14, 2024 0 ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ଦୁଇଭାଇଙ୍କର ମୃତ ଘଟିଛି। ସେମାନେ ସମ୍ପର୍କରେ ଉଭୟ ଦାଦା ପୁଅ ଓ ବଡବାପା ପୁଅ ଭାଇ ହୋଇଥିବା ଜଣାପଡିଛି।… Read More...