୫ଟି ହାତୀଦାନ୍ତ ଧରିଲା ବନ ବିଭାଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବନ ବିଭାଗ ବଡ଼ ଧରଣର ସଫଳତା ମିଳିଛି। ବିଶ୍ଵସ୍ଥସୂତ୍ରରୁ ଖବର ପାଇ ମିଳିତ ଭାବେ ବନ ବିଭାଗ ଟିମ ଚଢ଼ାଉ କରି ୫ଗୋଟି ହାତୀଦାନ୍ତ ଜବତ ସହ ୭ଜଣ ଅଟକ ରଖି ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। ଏନେଇ…
Read More...

ଛାତ୍ରଛାତ୍ରୀଙ୍କୁ ପାଚିକାଙ୍କ ଦୁର୍ବ୍ୟବହାର ଅଭିଯୋଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛାତ୍ରଛାତ୍ରୀ ମାନଙ୍କୁ ପାଚିକାଙ୍କ ଦୁର୍ବ୍ୟବହାରକୁ ନେଇ ଅଭିଭାବକ ମାନେ ତାତିଛନ୍ତି। ଯାହାକୁ ନେଇ ପାଚିକାକୁ ବହିଷ୍କାର ଦାବିରେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ…
Read More...

୩ଘଣ୍ଟାର ବର୍ଷାରେ ବାରିପଦା ସହର ଉବୁଡୁବୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୁଧବାର ଅପରାହ୍ନରେ ତିନି ଘଣ୍ଟା ଲଗାଣ ବର୍ଷାରେ ବାରିପଦା ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ନାଳ ଓ ମହାନାଳ ଜବରଦଖଲକାରୀଙ୍କ କବଲରେ ଥିବାରୁ ଉଦବୃତ ବର୍ଷା ଜଳ ନିଷ୍କାସନ ହୋଇନପାରି ଲୋକଙ୍କ…
Read More...

ଜୁନାଗଡ଼ NACରେ ଅନାସ୍ଥା ଭୋଟ ସ୍ଥଗିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ହେବାକୁ ଥିବା ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏଡିଏମ୍‌ ନ ଆସିବାରୁ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଅନାସ୍ଥା…
Read More...

କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍‌ଙ୍କ ଦେହାନ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ଵାଡ୍‌।  ବୁଧବାର ରାତିରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ରକ୍ତ କର୍କଟ…
Read More...

ହିମାଚଳ ଓ ଉତ୍ତରାଖଣ୍ଡରେ ଜଳ ପ୍ରଳୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଡ୍ୟାମ୍‌ କାନ୍ଥ ଭାଙ୍ଗିଛି ତ ଆଉ…
Read More...

କୋଟା ଭିତରେ ମିଳିବ କୋଟା; ସୁପ୍ରିମ କୋର୍ଟଙ୍କ ମଞ୍ଜୁରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି। ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ…
Read More...

ଓ୍ୱାୟନାଡ ଭୂସ୍ଫଳନ: ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧି। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ମିଳିଲାଣି ୮୦ରୁ ଅଧକ ଶବ । ଏବେବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସେପଟେ…
Read More...

ରାତିଅଧରେ ଗାଁରେ ପଶିଲେ ହାତୀ ପଲ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତିଅଧରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ ପଲ। ଭୟବୀତ ହୋଇ ଗାଁ ଛାଡ଼ି ପଳାଇଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ | ରାତିଅଧରେ ହାତୀପଲ…
Read More...

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀର୍ଘ ତିନି ମାସ ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ବିରଳ ଲୁଣିଆ କୁମ୍ଭୀରର ପ୍ରଜନନଋତୁ ଯୋଗୁଁ ପାର୍କ ବନ୍ଦ ହୋଇଯାଇଥିଲା। ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି…
Read More...