ଭାରତକୁ ଧମକାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭାରତକୁ ଧମକାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ମୁଁ ପୁଣି ରାଷ୍ଟ୍ରପତି ହୁଏ…
Read More...

୨୩ରୁ ଆସୁଛି ବଡ ବର୍ଷା

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆସନ୍ତା୨୩ରେ ଆସୁଛି ବଡ ବର୍ଷା । ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ । ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହେବ…
Read More...

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ଏସିଆ କପ୍‌-୨୦୨୩ ପାଇଁ ୧୭ଜଣିଆ ଟିମ୍ ଘୋଷଣା କରିଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଆହତ ସମସ୍ୟାରୁ ମୁକୁଳିବା ପରେ ଟିମକୁ ଫେରିଛନ୍ତି…
Read More...

ଗେହଲଟଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ, କହିଲେ ଗେହଲଟ ସରକାର ଅହଙ୍କାରୀ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ସଙ୍ଗୋତର କନବାସରେ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଜୟନ୍ତୀ କରାଯାଇଛି। ଏହି ସମୟରେ ସେଠାରେ ପୂର୍ବତନ ମନ୍ତ୍ରୀ ତଥା ସାଙ୍ଗୋଦ ବିଧାୟକ ଭାରତ ସିଂ ନିଜ ସରକାରର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ…
Read More...

ବନ୍ଦେ ଭାରତ ଏକ୍ସପ୍ରେସରେ ବଡ ପରିବର୍ତ୍ତନ, ଏଣିକି ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଓଡିଆ ନ୍ୟୁଜ୍ (ବ୍ୟୁରୋ): ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ବଡ ପରିବର୍ତ୍ତନ ହୋଇଛି। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍‌ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍‌…
Read More...

ଜନତା ମୈଦାନରେ ୧୩୦ କଲେଜର ଛାତ୍ରଛାତ୍ରୀ; ଆଲୋଚନା କରୁଛନ୍ତି ଫାଇଭ-ଟି ସଚିବ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଥିପାଇଁ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଦେବା ପାଇଁ…
Read More...

ପାକିସ୍ତାନ ଆତଙ୍କବାଦୀ ହମଲାରେ ୧୧ ଶ୍ରମିକ ମୃତ

ଓଡିଆ ନ୍ୟୁଜ୍ (ବ୍ୟୁରୋ)  : ପାକିସ୍ତାନରେ ଆତଙ୍କୀ ହମଲା ହୋଇଛି। ଏତିରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତିନି ଜଣ ଶ୍ରମିକଙ୍କ ପତ୍ତା ମିଳୁ ନାହିଁ। ସେମାନଙ୍କୁ…
Read More...

ଆଜି ବରିଷ୍ଠ ନାଗରିକ ଦିବସ, ଜାଣନ୍ତୁ ପ୍ରଥମେ କେଉଁଠୁ ଆରମ୍ଭ ହୋଇଥିଲା ଏହି ଦିବସର ପାଳନ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ବରିଷ୍ଠ ନାଗରିକ ଦିବସ । ଆମ ସମାଜରେ ବରିଷ୍ଠ ନାଗରିକମାନଙ୍କର ଅମୂଲ୍ୟ ଭୂମିକାକୁ ଚିହ୍ନିବା ପାଇଁ ଆମର ପ୍ରୟାସରେ ଏହି ଦିନ ପାଳନ କରାଯାଏ । ପ୍ରତିବର୍ଷ ଅଗଷ୍ଟ ୨୧ରେ ପାଳନ କରାଯାଉଥିବା…
Read More...

ପରିବାର ଲୋକଙ୍କୁ ତାଲା ପକାଇ ୨୫ ଭରି ସୁନାଗହଣା ଲୁଟିନେଲେ ଲୁଟେରା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି  । ପରିବାର ଲୋକଙ୍କୁ ତାଲା ପକାଇ ୨୫ ଭରି ସୁନାଗହଣା ଲୁଟିନେଲେ ଲୁଟେରା। ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର  । ଏଭଳି…
Read More...

ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଲେ ମେଡିକାଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା। ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଲେ ମେଡିକାଲ।  ନା ଅଛି ରାସ୍ତା, ନା ଅଛି ପୋଲ। ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ଗର୍ଭବତୀ ହୁଅନ୍ତୁ କି ଗୁରୁତର ରୋଗୀ…
Read More...