କାହିଁକି ଟ୍ରକ ଯାତ୍ରା କଲେ ରାହୁଲ?

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ରାସ୍ତାରେ ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ…
Read More...

ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ । ଯାହା ସାମାଜିକ ଗଣମାଧ୍ୟରେ ବେଶ ଚର୍ଚ୍ଚାରେ ରହିଛି । ଏହି ଭିଡିଓ ହେଉଛି ରାହୁଲ ଗାନ୍ଧୀଙ୍କ ଟ୍ରକ ଯାତ୍ରା ସମୟର । ସୋମବାର…
Read More...

ଚୀନ୍ ବୈଠକରେ ଯୋଗ ନଦେବା, ବୈଠକ ଉପରେ କିଛି ଫରକ ପକାଉନାହିଁ : ଜିତେନ୍ଦ୍ର ସିଂ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ର ଅନୁପସ୍ଥିତି କୌଣସି ଫରକ ପକାଇବ ନାହିଁ ଏବଂ ଏହା ଭାରତର ନୁହେଁ ବରଂ ସେମାନଙ୍କର କ୍ଷତି ବୋଲି କହିଛନ୍ତି ।ତୃତୀୟ…
Read More...

କିମ୍‍ସ ଡାକ୍ତରଙ୍କ ସଫଳତା, ୩ ମାସ ଶିଶୁର ରେଟିନା ଅସ୍ତ୍ରୋପଚାର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଡାକ୍ତର ପ୍ରଶଂସା ସାଉଁଟିଛନ୍ତି। କିମ୍‌ସ ଶିଶୁରୋଗ ବିଭାଗରେ ଭର୍ତ୍ତି…
Read More...

ସିଡନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆକାଶରେ ଲେଖାଗଲା ସ୍ୱାଗତମ ମୋଦି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିଡନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆକାଶରେ ଲେଖାଗଲା ସ୍ୱାଗତମ ମୋଦି । ଅଷ୍ଟ୍ରେଲିଆ ଗସ୍ତର ୨ୟ ଦିନରେ ସିଡନୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର…
Read More...

ଅଗ୍ନିକାଣ୍ଡରେ ଜଳିଗଲା ପାତ୍ରପଡ଼ା V2 ସପିଙ୍ଗ ମଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଗ୍ନିକାଣ୍ଡରେ ଜଳିଗଲା ପାତ୍ରପଡ଼ା V2 ସପିଙ୍ଗ ମଲ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପାତ୍ରପଡା ସ୍ଥିତ V2 ସପିଙ୍ଗ ମଲରେ ଘଟିଛି ଅଗ୍ନିକାଣ୍ଡ । V2…
Read More...

ଆଇପିଏଲ ମହାସମର, ଗୁଜରାଟ ଆଗରେ ୧୭୩ ରନର ଟାର୍ଗେଟ ରଖିଲା ଚେନ୍ନାଇ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର । ମଇଦାନରେ ଲଢେଇ କରୁଛନ୍ତି ସବୁ ଦଳ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ…
Read More...

କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଆଜି କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ବିଜେଡି ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼…
Read More...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗାଇସିଲେଟ ଥାନା ଆଇଆଇସି ଗିରଫ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ସେ…
Read More...

ଏଣିକି ଶିବ ମନ୍ଦିର ଯିବନ୍ ଗଞ୍ଜେଇ ଭୋଗ, କଟକଣା ଲଗାଇଲେ ରାଜ୍ୟ ସରକାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ଶିବ ମନ୍ଦିର ଯିବନ୍ ଗଞ୍ଜେଇ ଭୋଗ, କଟକଣା ଲଗାଇଲେ ରାଜ୍ୟ ସରକାର । ଭୋଳାନାଥଙ୍କ ପାଖରେ ଲାଗିହେବନି ଗଞ୍ଜେଇ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କଟକଣା ଲଗାଯାଇଛି ।…
Read More...