ମୁକେଶ ଅମ୍ବାନୀଙ୍କ ସହ ଭେଟ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ରିଲାଏନ୍‌ସ ପୁଞ୍ଜି ନିବେଶ ନେଇ ଆଲୋଚନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ କମ୍ପାନୀର ଭବିଷ୍ୟତ…
Read More...

ଚତୁର୍ଥ ଥର ପାଇଁ ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ: ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ…
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର,ଆସନ୍ତା କାଲି ବିଧାନସଭା ଘେରାଓ କରିବ ବିଜେପି…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତି ବର୍ଷ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଗତ ୫ ବର୍ଷରେ ୬୫.୯୦ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ୨୦୧୮ରେ ୧୦୭୪୦୮;…
Read More...

ରାଜ୍ୟରେ ପିଡିଏସ ଚାଉଳରେ ଅପମିଶ୍ରିତ ଖବରର ତଦନ୍ତ ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ…
Read More...

ମନ୍ କି ବାତରେ କେନ୍ଦ୍ରାପଡାର କମଳା ମହାରଣାଙ୍କୁ ପ୍ରଶଂସା କ.ଲେ ମୋଦି, ଧର୍ମେନ୍ଦ୍ର କହିଲେ ‘ଆବର୍ଜନାରୁ ସମ୍ପଦ’ର…

ଓଡ଼ିଆ ନ୍ୟୁଜ୍(ବ୍ୟରୋ):  ‘ମନ୍ କି ବାତ’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଞ୍ଚଳର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ଚର୍ଚ୍ଚା…
Read More...

ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦରେ ପୂର୍ଣ୍ଣଛେଦ, ଦୁଇଦିନ ହେଲା ଏହାକୁ ନେଇ ଚାଲିଥିଲା ସପକ୍ଷ ଓ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଲପ୍ଲାଣ୍ଟ ର ସମସ୍ୟା ନେଇ ଚାଲିଥିଲା ତ୍ରିପାକ୍ଷିକ ବୈଠକ। ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦରେ ପୂର୍ଣ୍ଣଛେଦ । ଗତ ଦୁଇଦିନ…
Read More...

ବିଜୁ ଜନତା ଦଳ କାହା ସପକ୍ଷରେ “ନବ ନା ଗୋପାଳ” ? ବିଜେପି ଉଠାଇଲା ପ୍ରଶ୍ନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅତୀତରେ ଘଟିଯାଇଥିବା ଅନେକ ସମ୍ବଦନଶୀଳ ପ୍ରସଙ୍ଗ ଭଳି ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଂଚ ତଦନ୍ତ, ବିରୋଧୀ ଦଳ ପ୍ରତି ଆକ୍ଷେପ ଓ ଶାସକ ବିଜୁ ଜନତା ଦଳ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କ…
Read More...

ବାଲେଶ୍ବର: ୬ ଦିନ ସଂଘର୍ଷ ପରେ ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୬ ଦିନ ସଂଘର୍ଷ ପରେ ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବନିତା ସିଂ । ସ୍ୱାମୀ ଚନ୍ଦନ ରଣା ତାଙ୍କ ଉପରେ ଏସିଡ୍‌…
Read More...

ପୁଣି ଭାରତକୁ ପ୍ରଶଂସା କଲା ଆମେରିକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକା ପୁଣି ଥରେ ଭାରତର ପ୍ରଶଂସା କରିଛି। ଆଞ୍ଚଳିକ ନେତା ତଥା ଭାରତୀୟ ଗଣମାଧ୍ୟମ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଦକ୍ଷିଣ ଏବଂ ମଧ୍ୟ ଏସିଆର ଡେପୁଟି ଆସିଷ୍ଟାଣ୍ଟ ସେକ୍ରେଟେରୀ ନାନସୀ ଏଜୋ…
Read More...

ଜାପାନରେ କରୋନା ସ୍ଥିତି ସଙ୍ଗୀନ: ଗୋଟିଏ ସପ୍ତାହରେ ୫୧ ହଜାରରୁ ଅଧିକ ମାମଲା ଚିହ୍ନଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କରୋନାଙ୍କ ବିପଦରୁ ବିଶ୍ୱ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରି ନାହିଁ। ଟିକା ଏବଂ ବୁଷ୍ଟର ଡୋଜ ପ୍ରୟୋଗ କରି ଏହି ରୋଗର ମୃତ୍ୟୁହାର ନିଶ୍ଚିତ ଭାବରେ ହ୍ରାସ ପାଇଛି, କିନ୍ତୁ ଏହି ମହାମାରୀ ବିଶ୍ୱ…
Read More...