Browsing Tag

Odisha

ବସ୍‌ ଟ୍ରକ୍ ମୁହାଁମୁହିଁ ଧକ୍କା; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଆ ନ୍ୟୁଜ୍: ବଣାଇ ଚାନ୍ଦିପୋଷ ମୂଷାବିରା ନିକଟରେ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ପ୍ରାଣହାନି। ବସ୍‌ଟି ରାଉରକେଲାରୁ ଯାଜପୁର ଯାଉଥିବା ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୨୦ରୁ…
Read More...

ନୂଆପାଡାରେ ତାଣ୍ଡବ ରଚିଲା କଳାବୈଶାଖୀ

ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ କାଳ ବୈଶାଖୀର ତାଣ୍ଡବ । ବର୍ଷା ସହ କୁଆପଥର ମାଡ ହୋଇଥିବା ଜଣାଯାଇଛି । ଆଜି ଅପରାହ୍ନରେ ନୂଆପଡା ଜିଲ୍ଲାର ଖଡ଼ିଆଳ ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ଼ ହୋଇଛି । ଗତ କିଛି ଦିନ ହେଲା ନୂଆପଡ଼ା…
Read More...

ଶ୍ବଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ

ଓଡ଼ିଆ ନ୍ୟୁଜ୍: ଶ୍ବଶୁର ଘରେ ନିଆଁରେ ପୋଡ଼ି ହୋଇ ଗୁରୁତର ଯୁବକଙ୍କ ମୃତ୍ୟୁ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣି ଇଚ୍ଛାପୁର ଗ୍ରାମବାସୀଙ୍କ ରାସ୍ତାରୋକ।…
Read More...

CMଙ୍କ ହସ୍ତକ୍ଷେପ ପରେ ଆର୍ଥିକ ସହାୟତା

ଓଡ଼ିଆ ନ୍ୟୁଜ୍: କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ ତତ୍ପରତା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲ୍ଲା ପ୍ରଶାସନର ସହାୟତା। ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରେ ଥିବା ୧୯ ହଜାର ୪୦୦ ଟଙ୍କା…
Read More...

ଟାୱାରକୁ ଚଢ଼ିଥିବା ଯୁବକ ସୁରକ୍ଷିତ ଉଦ୍ଧାର

ଓଡ଼ିଆ ନ୍ୟୁଜ୍: ୩୩ କେଭି ବିଦ୍ୟୁତ ଟାୱାରକୁ ଚଢ଼ିଥିବା ଯୁବକ ସୁରକ୍ଷିତ ଉଦ୍ଧାର। ପାପରଡ଼ା ଅଞ୍ଚଳର ଜଣେ ୩୩ କେଭି ବିଦ୍ୟୁତ ଟାୱାରକୁ ଚଢ଼ି ଯାଇଥିଲା। ସୂଚନା ପାଇଁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ, ମାନସିକ ବିକୃତି…
Read More...

ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନି:ଭକ୍ତ ଦାସ

ଓଡ଼ିଆ ନ୍ୟୁଜ୍: ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ଭକ୍ତ ଦାସ। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢିବ ସ୍ପଷ୍ଟ କଲେ ପିସିସି ସଭାପତି।ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ନିଜ ଦମ୍‌ରେ…
Read More...

ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି: ମନମୋହନ ସାମଲ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ। ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। 'ସରକାରଙ୍କ ୨ ବର୍ଷ ପୂର୍ତ୍ତି ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ'। ନିଗମ ଓ…
Read More...

ରଙ୍ଗମଞ୍ଚ ପାଲଟିଲା ରଣକ୍ଷେତ୍ର, ବୁଲିଲା ଠେଙ୍ଗା

ଓଡ଼ିଆ ନ୍ୟୁଜ୍: ରଙ୍ଗମଞ୍ଚ ପାଲଟିସଲା ରଣକ୍ଷେତ୍ର । ବୁଲିଲା ଠେଙ୍ଗା । ଯିଏ ଯାହାକୁ ପାରିଲା ଧମକାଇଲା । ଡ୍ରାମା ଚାଲିଥିବା ବେଳେ ଦେଖାଦେଲା ହାଇଡ୍ରାମା । ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ଜ଼ିଲ୍ଲା ଡେଲାଙ୍ଗ ଥାନା…
Read More...

ଓଲଟିଲା ବସ୍‌, ୨୦ ଯାତ୍ରୀ ଗୁରୁତର

ଓଡ଼ିଆ ନ୍ୟୁଜ୍: ବାଲୁଗାଁ ଛେଡ଼ପଡ଼ା ନିକଟରେ ଓଲଟିଲା ବସ୍‌।ବସ୍‌ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଗୁରୁତର ଆହତ।ବସ୍‌ଟି ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣା। ଘଟଣାସ୍ଥଳରେ ଫତେଗଡ଼ ପୋଲିସ୍‌, ଉଦ୍ଧାର କାର୍ଯ୍ୟ ଜାରି।…
Read More...

୧୪ ଶିଶୁ ନିଖୋଜ; ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ୍: ଏସ୍‌ସବି ମେଡିକାଲ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁ ନିଖୋଜ ଘଟଣା। ଏସ୍‌ସିବି ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି। ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...