#Odianews RDC ତଦନ୍ତକୁ ବ୍ୟାଙ୍କ ସଂଘର ଚ୍ୟାଲେଞ୍ଜ Odia News May 1, 2026 0 ଓଡ଼ିଆ ନ୍ୟୁଜ୍: କଙ୍କାଳ' ବ୍ୟାଙ୍କ ନେବା ଘଟଣାରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସଂଘର ପ୍ରେସ୍ମିଟ୍। RDCଙ୍କ ପ୍ରତିକ୍ରିୟା ପରେ ମଲିପଶି ବ୍ରାଞ୍ଚ ମ୍ୟାନେଜରଙ୍କ ସପକ୍ଷରେ ବାହାରିଲା ସଂଘ।ମ୍ୟାନେଜରଙ୍କ ଉପରେ… Read More...
#Odianews ବଢିଲା ଶ୍ରମିକଙ୍କ ମଜୁରୀ Odia News May 1, 2026 0 ଓଡ଼ିଆ ନ୍ୟୁଜ୍: ଶ୍ରମ ଦିବସରେ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ବଢ଼ିଲା ଶ୍ରମିକଙ୍କ ମଜୁରୀ। ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ବିଭିନ୍ନ ଶ୍ରେଣୀ ଶ୍ରମିକଙ୍କ… Read More...
#Odianews ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବଜ୍ରପାତ ଆଲର୍ଟ Odia News May 1, 2026 0 ଓଡ଼ିଆ ନ୍ୟୁଜ୍: ଗତ ଦୁଇ ଦିନ ହେଲା କାଳବୈଶାଖୀ ଯୋଗୁ ଡହ ଡହ ଖରାରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଭଳି ସ୍ଥିତି ଆସନ୍ତା ୫ ତାରିଖ ଯାଏ ରହିବ। ଏହାରି ମଧ୍ୟରେ ଆସନ୍ତା ୨୪… Read More...
#Odianews ୧୪ ଘଣ୍ଟା ଚାଲିଲା ବିଧାନସଭା Odia News May 1, 2026 0 ଓଡ଼ିଆ ନ୍ୟୁଜ୍: ମଧ୍ୟରାତ୍ରୀ ଯାଏଁ ଚାଲିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨ ଟା ୪୫ ଯାଏଁ ଚାଲିଲା। ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ କାର୍ଯ୍ୟକାରୀ ପାଇଁ ସଂକଳ୍ପ। ଗୋଟିଏ… Read More...
#Odianews ନୟାଗଡ଼ ବୈଷ୍ଣୋ ଦେବୀ ମନ୍ଦିରରୁ ଚୋରି Odia News May 1, 2026 0 ଓଡ଼ିଆ ନ୍ୟୁଜ୍: ଦ୍ୱିତୀୟ ବୈଷ୍ଣୋ ଦେବୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲେ। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା।… Read More...
#Odianews ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ Odia News May 1, 2026 0 ଓଡ଼ିଆ ନ୍ୟୁଜ୍: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ସୂଚନା।ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍।ଉଭୟ ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ମାଟ୍ରିକ ସାର୍ଟିଫିକେଟ୍। କାଲି… Read More...
#Odianews ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ରେଜଲ୍ଟ Odia News Apr 30, 2026 0 ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ଅଫିସିଆଲ ସାଇଟ୍ cisce.org କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ । ଏହାସହିତ ଛାତ୍ରଛାତ୍ରୀ ଡିଜିଲକର ଏବଂ ଉମଙ୍ଗ ଆପ୍ ଜରିଆରେ… Read More...
#Odianews ଟ୍ୱିନ୍ସିଟିରେ ବର୍ଷା ପବନ Odia News Apr 30, 2026 0 ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ବର୍ଷା ସହ ପବନ। କଳାହାଣ୍ଡିଆ ମେଘ ସହ ହାଲୁକା ପବନ, ଘଡ଼ଘଡ଼ି ଓ ବର୍ଷା।ସନ୍ଧ୍ୟାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା । ଆକାଶରେ କଳାହାଣ୍ଡିଆ ବାଦଲ ସହ ମାଡ଼ି ଆସିଲା… Read More...
#Odianews ମେ ୨ରେ ମାଟ୍ରିକ ରେଜଲ୍ଟ Odia News Apr 30, 2026 0 ଓଡ଼ିଆ ନ୍ୟୁଜ୍: ମେ' ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ' ୨ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଲା BSE। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ… Read More...
#Odianews ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ୍କୁ ନେବା ଘଟଣା, ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ: RDC Odia News Apr 30, 2026 0 ଓଡ଼ିଆ ନ୍ୟୁଜ୍: କେନ୍ଦୁଝରରେ ମାଟି ଖୋଳି ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ୍କୁ ନେବା ଘଟଣା। ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC। ପ୍ରାଥମିକସ୍ତରରେ ଜଣାପଡୁଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ… Read More...