Browsing Category

State

କାଲି ଖୋଲିବ ଧାମନଗର ପେଡ଼ି: କାଉଣ୍ଟିଂ ପାଇଁ କାଉଣ୍ଟଡାଉନ ଆରମ୍ଭ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କାଲି ଖୋଲିବ ଧାମନଗର ପେଡ଼ି । ଆଶା ଆଶଙ୍କାରେ ପ୍ରାର୍ଥୀ । କାଉଣ୍ଟିଂ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ବଢୁଛି ହୃତସ୍ପନ୍ଦନ । କାଲି ସକାଳ ୮ଟାରୁ ଆରମ୍ଭ ହେବ ଉପନିର୍ବାଚନ ଭୋଟ ଗଣତି ।…
Read More...

ଚତୁର୍ଥ ଦିନ ଭାରତ ଯୋଡ଼ଯାତ୍ରାରେ ପିସିସି ସଭାପତିଙ୍କ ଟାର୍ଗେଟ, କହିଲେ ଲୋକଙ୍କ ସହିତ ନବୀନ ଓ ମୋଦି ସରକାର…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ପ୍ରଭାତରୁ ଚତୁର୍ଥ ଦିନର “ଭାରତ ଯୋଡ ଯାତ୍ରା-ଓଡ଼ିଶା” ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲାର…
Read More...

ମାତ୍ର ୧୫ ମିନିଟରେ ହାତରେ ତିଆରି ହେବ ୧୦ ହଜାର କାଗଜ ଡ଼ଙ୍ଗା, ଗିନିଜ ବୁକ୍ ରେକର୍ଡ ପାଇଁ ପ୍ରଶାସନର ଚେଷ୍ଠା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାତ୍ର ୧୫ ମିନିଟରେ ହାତରେ ତିଆରି ହେବ ୧୦ ହଜାର କାଗଜ ଡ଼ଙ୍ଗା। କଟକ ଐତିହାସିକ ବାଲିଯାତ୍ରାରେ ଗିନିଜ ଓ୍ୱାର୍ଲଡ଼ ରେକର୍ଡ ପାଇଁ ଏଭଳି ଯୋଜନା କରୁଛି ପ୍ରଶାସନ। ଆସନ୍ତା ୧୦ ତାରିଖରେ ଲଣ୍ଡନରୁ…
Read More...

ପଦ୍ମପୁର ଉପନିର୍ବାଚନ ପାଇଁ କମିଟି ଗଠନ କଲା କଂଗ୍ରେସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ପଟେଲ…
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଘୋଷଣା ହେଲା ତାରିଖ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ଘୋଷଣା ହେଲା ତାରିଖ । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ନିଆଯିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି…
Read More...

କଳିଙ୍ଗ ଷ୍ଟାଡିୟମ ରାସ୍ତା ଉପରେ ସାମ୍ବାଦିକଙ୍କୁ ପୋଲିସର ମାଡ଼ ଘଟଣା: ଡିସିପି କହିଲେ ୩ ଦିନରେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାସ୍ତା ଉପରେ ଫଟୋ ସାମ୍ବାଦିକ ରାକେଶ ରାଉଳଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ଗୋଟିଏ ଦିନ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କମିଶନରେଟ୍ ପୁଲିସ ନେଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ଘଟଣାର…
Read More...

ଚାଷୀମାନଙ୍କ ଆୟ ବୃଦ୍ଧିରେ ମାଛ ଚାଷ ସହାୟକ ହେବ, ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ରପ୍ତାନୀର ବ୍ୟାପକ ସୁଯୋଗ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବିପୁଳ ଜଳସଂପଦ ଭରି ରହିଥିବାବେଳେ ମତ୍ସ୍ୟ ଉତ୍ପାଦନର ବୃଦ୍ଧି ଦିଗରେ ବ୍ୟାପକ ସୁଯୋଗ ରହିଛି । ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର ମାର୍ଗଦର୍ଶିକାର…
Read More...

ତୃତୀୟ ଦିନରେ ଭାରତ ଯୋଡ଼ ଯାତ୍ରା: କଂଗ୍ରେସକୁ ମିଳୁଛି ପ୍ରବଳ ଜନସମର୍ଥନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ଯୋଡ଼ ଯାତ୍ରା ଜଗତପୁର ଠାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ, ୧୦ ତାରିଖରେ ୧୦…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା…
Read More...

ଧର୍ମେନ୍ଦ୍ର ସାହୁ ହତ୍ୟା ଓ ଅର୍ଚ୍ଚନା ନାଗ କେଳେଙ୍କେରୀ ପାଇଁ ବିଜେପି କଟକ ନଗର ତରଫରୁ ପ୍ରତିବାଦ ସଭା, ଉପ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭାରତୀୟ ଜନତା ପାର୍ଟି, କଟକ ନଗର ଶାଖା ତରଫରୁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ କେଳେଙ୍କାରୀ ଜଡିତ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା…
Read More...