Browsing Category

State

ଖେଳାଳିଙ୍କ ଫଟୋ ଉଠାଇଦେବାରୁ ସାମ୍ବାଦିକଙ୍କୁ ମାଡ଼ ମାରି ଫୋନ ଛଡାଇ ନେଲା ପୋଲିସ, କଳିଙ୍ଗ ଷ୍ଟାଡିୟମ ବାହାରେ ଘଟିଛି…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ପୋଲିସ ଆକ୍ରେଶର ଶିକାରେ ହେଲେ ଜଣେ ସାମ୍ବାଦିକ।  ନିରପେକ୍ଷ ଭାବେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆଶାଳୀନ ବ୍ୟବହାର ଦେଖେଇବା ସହ ମାଡ ମାରିବା ଘଟଣା ଦେଖିବାକୁ ମିଳିଛି ରାଜଧାନୀ…
Read More...

ବିଜେଡି ନେତା  ପ୍ରଦୀପ ମାଝୀ ନେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ରୂପେ ଦାୟିତ୍ବ 

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂର୍ବତନ ନବରଙ୍ଗପୁର ସାଂସଦ, ଦକ୍ଷିଣ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (Special Development Council)…
Read More...

ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ, ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଚଳିତ ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଶୀତ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିଛି। ବିଧାନସଭା ଶୀତ…
Read More...

ସଇଁନ୍ତଲାରେ ମହିଳାଙ୍କୁ ହତ୍ୟା ଘଟଣା: ସିନରିକ୍ରିଏସନ କଲା ପୋଲିସ,ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ହାସଲ କରିଛି।ତେବେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁର ଜାନକୀ ମହାନନ୍ଦ(୪୮) ତାଙ୍କର ବିଲକୁ ମାଛ ଧରିବା ପାଇଁ…
Read More...

ଓଡ଼ିଶାରେ ଭାରତ ଯୋଡ଼ କାର୍ଯ୍ୟକ୍ରମକୁ ମିଳୁଛି ସମର୍ଥନ, ଯୋଡି ହେଉଛନ୍ତି ଯୁବପିଢୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ଯୋଡ଼ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସହ ଲକ୍ଷ ଲକ୍ଷ ଲୋକ ଯୋଡି ହେଉଛନ୍ତି।୩୧ ତାରିଖ ସୁଦ୍ଧା ରାହୁଲ ୧ ହଜାରେ ୩୦୦ କିଲୋମିଟର ଚାଲିସାରିଲେଣି। ରାଜ୍ୟରେ ମଧ୍ୟ ଭାରତ ଯୋଡ଼ କାର୍ଯ୍ୟକ୍ରମ…
Read More...

ଢେଙ୍କାନାଳରେ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, ପ୍ରଥମ ମ୍ୟାଚରେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଐତିହାସିକ ସହର ଢେଙ୍କାନାଳର ମିନି ଷ୍ଟାଡିୟମରେ ଗୁରୁବାର ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଢେଙ୍କାନାଳର ଯୁବଶକ୍ତିଙ୍କୁ ଫୁଟବଲ…
Read More...

ପରିବହନ ବିଭାଗର ନୂଆ ନିୟମ, ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଲାଇସେନ୍ସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସଡ଼କ ଦୁର୍ଘଟଣା ଉପରେ ଲଗିବ ରୋକ।  ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବାକୁ ପରିବହନ କମିସନ ଏକ ନୂଆ ଉପାୟ ଚିନ୍ତା କରିଛନ୍ତି ।ଏବେ ଆଉ ବିନା ପ୍ରଶିକ୍ଷଣରେ କାହାରିକୁ ମିଳିବ ନାହିଁ…
Read More...

ଭୋଟ ଦେଉଛି ଧାମନଗର, କଡା ସୁରକ୍ଷାରେ ଚାଲିଛି ମତଦାନ ପ୍ରକ୍ରିୟା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଧାମନଗର ଉପ-ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ସକାଳୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଲୋକେ ଭୋଟ ଦେଇ ନିଜ ପସନ୍ଦର ବିଧାୟକ ବାଛୁଛନ୍ତି । ଏଥିପାଇଁ ଧାମନଗରରେ…
Read More...

ପୁଣି ୪ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ, ୧୪ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।…
Read More...

ଦୁଇ ଦିନ ପାଇଁ ଓଡିଶା ଆସିବେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଓଡ଼ିଶା ଆଗମନ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ପାଇଁ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ…
Read More...