Browsing Category
State
ଅଭିଯାନ ୨୦୨୪
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଭିଯାନ ୨୦୨୪। ଆଜି କଟକ ଜିଲ୍ଲା ର ଜଗତପୁର ଇମାମନଗର ସ୍ଥିତ ଭାରତୀୟ ଜନତା ପାଟି ଅଫିସ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ…
Read More...
Read More...
ଆଉ ଏକ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଉ ଏକ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ଦିନେ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା…
Read More...
Read More...
ପୋଖରୀ ନିକଟରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଖରୀ ନିକଟରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର | ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ ଘଟଣା। ଘରୁ ଯାଇଥିଲେ ସୁସ୍ଥ, ସୁନ୍ଦର ଭଲ ଅବସ୍ଥାରେ ହେଲେ ଆଜି ଫେରିଲା ରକ୍ତାକ୍ତ ମୃତଦେହ।…
Read More...
Read More...
ରାଇରଙ୍ଗପୁରରେ କୃଷକ ସଚେତନତା ରଥ ଉଦଘାଟିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ କୃଷକ ସଚେତନତା ରଥ ଉଦଘାଟିତ | ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁରରେ ନିୟନ୍ତ୍ରିତ ବଜାର କମିଟୀ ଆନୁକୂଲ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ସମ୍ମୁଖରେ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ…
Read More...
Read More...
ରାଇରଙ୍ଗପୁରରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ଆଙ୍କର ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି |
ଏହି ଅବସରେ ରାଇରଙ୍ଗପୁର…
Read More...
Read More...
ଜାମଦା ଠାରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାମଦା ଠାରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ | ମହାନ ସ୍ବାଧୀନତା ସଂଗ୍ରାମୀ, ଆଦିବାସୀମାନଙ୍କ ହକ ଅଧିକାର ଓ ଜଳ, ଜମି ଓ ଜଙ୍ଗଲ ପାଇଁ ବିର୍ସା ମୁଣ୍ଡା…
Read More...
Read More...
ଜାମଦା ବ୍ଲକରେ ଭିନ୍ନକ୍ଷମ ଦିବସ ପାଳିତ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାମଦା ବ୍ଲକରେ ଭିନ୍ନକ୍ଷମ ଦିବସ ପାଳିତ | ଆଜି ଡିସେମ୍ବର ୩ ତାରିଖ ` ବିଶ୍ବ ଭିନ୍ନକ୍ଷମ ଦିବସ ´ | ଏହି ଉପଲକ୍ଷେ ଓଡିଶାର ପୁରପଲ୍ଲୀରେ ଏହି ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଥାଏ |…
Read More...
Read More...
ପ୍ରେମିକ କୁ ଖୋଜି ଓଡ଼ିଶା ପହଞ୍ଚିଲେ ବାଂଲାଦେଶୀ ଯୁବତୀ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରେମିକ କୁ ଖୋଜି ଖୋଜି ବାଂଲାଦେଶ ରୁ ଓଡ଼ିଶା ପହଞ୍ଚିଲେ ବାଂଲାଦେଶୀ ଯୁବତୀ ରୁମା ମାରୀୟମ | ରୁମା ଙ୍କ ଘର ବାଂଲାଦେଶ ର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳରେ | ପ୍ରେମିକ କୁ ଖୋଜି ଖୋଜି ଭିସା…
Read More...
Read More...
ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ଜଗିବ ଡ୍ରୋନ କ୍ୟାମେରା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଳାମ୍ବୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ କଳରବରେ ସମଗ୍ର ଚିଲିକା ଏବେ ଚଳଚଞ୍ଚଳ ହୋଇ ଉଠିଛି ା ଡିସେମ୍ବର ୧ ସୁଦ୍ଧା ସମଗ୍ର…
Read More...
Read More...
ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ଶ୍ରୀମନ୍ଦିରରେ ରନôସିଂହାସନ ଉପରେ ଶ୍ରୀଜୀଉଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…
Read More...
Read More...