ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ୨୭ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶର ରାଜଧାନୀ ଦିଲ୍ଲୀର କରାମପୁରା ଅଞ୍ଚଳରୁ ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ମୋତି ନାଗର ପୋଲିସ ଷ୍ଟେସନ ନିକଟରେ ଅବସ୍ଥିତ ଏକ କାରଖାନାରେ ନିଆଁ ଲାଗିଛି। ନିଆଁ…
Read More...

ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପରେ ବଢିଲା ପେଟ୍ରୋଲ ଡିଜେଲର ଦାମ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶର ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ସକାଳ ୬ ଟାରେ ଛାଡିଛନ୍ତି। ଏହି ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି ।…
Read More...

ଆଜି ଏରୋ ଇଣ୍ଡିଆ ୨୦୨୩ର ୧୪ତମ ସଂସ୍କରଣକୁ ଉଦଘାଟନ କରିବେ ମୋଦୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୋମବାର (ଫେବୃଆରୀ ୧୩) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦଘାଟନ କରିବେ ଜ୍ଝ ଏହି କାର୍ୟ୍ୟକ୍ରମ କର୍ଣ୍ଣାଟକର ବେଙ୍ଗାଲୁରୁର ବାୟୁସେନାର ୟେଲାହଙ୍କା…
Read More...

ସଂସ୍କୃତ ନ ପଢିଲେ ଭାରତୀୟ ଜ୍ଞାନ ପରମ୍ପରାକୁ ବୁଝିବା ଅସମ୍ଭବ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶିକ୍ଷା ଜଗତର ଅନ୍ୟତମ ପୁରାତନ ପେଣ୍ଠସ୍ଥଳୀ ଦେବଗଡ ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଗୁଣାତ୍ମକ ଶିକ୍ଷା, ସଂସ୍କୃତ ଶିକ୍ଷା ସହ କୃଷି ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ରବିବାର ଦେବଗଡ଼ ଜିଲ୍ଲା…
Read More...

ସୋରିଷ କିଆରିରେ ଶାସନ ସଚିବ: ବାଲେଶ୍ବର ଜିଲ୍ଲା ଗସ୍ତ କରି ସିମୁଳିଆ ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ବାଲେଶ୍ବର ଜିଲ୍ଲା ଗସ୍ତ ଅବସରରେ ଆଜି ସିମୁଳିଆ ବ୍ଲକ ମଇତାପୁର ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ମା' ମାନଙ୍କ ଦ୍ବାରା ପରିଚାଳିତ…
Read More...

ହନିଟ୍ରାପର ଶିକାର ହୋଇ ଡାଟା ଲିକ କରୁଥିବା ଅଭିଯୋଗ: କୋରାପୁଟ ହାଲର ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ହନିଟ୍ରାପର ଶିକାର ହୋଇ ଡାଟା ଲିକ କରୁଥିବା ଅଭିଯୋଗ, କୋରାପୁଟ ହାଲର ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସକାଳଠୁ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇ କୌଣସି…
Read More...

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା: ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସିରିଜ ଦୁର୍ଘଟଣା ଘଟି ଚାଲିଗଲା ଦୁଇ ଜୀବନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରବିବାର ସକାଳ କାଳ ସାଜିଥିଲା। ପୁରୀ- କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି  ଛକରେ ସତେ ଯେମିତି ମୃତ୍ୟୁ ଛକି ବସିଥିଲା।ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତୋର ଓ ନେଲୋର୍…
Read More...

ଅଲ୍‌ କାଏଦା ଆତଙ୍କବାଦୀ କାର୍ଯ୍ୟକଳାପରେ ଗିରଫ କଟକର ମହମ୍ମଦ ଅବଦୁର ରେହମାନ ଦୋଷୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଲ୍‌ କାଏଦା ଆତଙ୍କବାଦୀ କାର୍ଯ୍ୟକଳାପରେ ଗିରଫ ମହମ୍ମଦ ଅବଦୁର ରେହମାନ ଦୋଷୀ । କଟକ ଜଗତପୁର ପଶ୍ଚିମକଛ ଗାଁରୁ ଗିରଫ ଅବଦୁର ରେହମାନ୍‌ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ତାସହ ଆଉ ୩…
Read More...

ଶୋଭନୀୟ ପ୍ଲେ ସ୍କୁଲ୍‌ର ୨୧ତମ ବାର୍ଷିକ ଉତ୍ସବ: ଯୋଗଦେଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ,

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପୋଖରୀପୁଟ୍‌ସ୍ଥିତ ଶୋଭନୀୟ ପ୍ଲେ ସ୍କୁଲ୍‌ର ୨୧ତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସତ୍ୟପ୍ରକାଶ ନାୟକ…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ରାଜ୍ୟରେ ଖୁବଶୀଘ୍ର ଆସିବ ଫସଲ ବୀମା ଯୋଜନା: ସୂଚନା ଦେଲେ କୃଷିମନ୍ତ୍ରୀ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ରାଜ୍ୟରେ ଖୁବଶୀଘ୍ର ଆସିବ ଫସଲ ବୀମା ଯୋଜନା। ରାଜ୍ୟର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଅନେକ…
Read More...