Browsing Tag

#odianews

ଗହୀରମଥାରେ ଗୁଳିକରି ବନ ବିଭାଗ ଠାରୁ ଟ୍ରଲର ଛଡ଼ାଇ ନେଲେ ଦୁର୍ବୁତ୍ତ

ଓଡ଼ିଆ ନ୍ୟୁଜ୍ : କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ଗୁଳିକରି ବନ ବିଭାଗ ଠାରୁ ଟ୍ରଲର ଛଡ଼ାଇ ନେଲେ ଦୁର୍ବୁତ୍ତ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଟ୍ରଲର ମାଫିଆମାନେ ରବିବାର ଅପରାହ୍ଣରେ ଉତ୍ପାତ ହୋଇଛନ୍ତି। ବେଆଇନ ଭାବେ…
Read More...

ବଲିଉଡ ଅଭିନେତା ଟିକୁ ତଲାସାନିଆ ଅସୁସ୍ଥ

ଓଡ଼ିଆ ନ୍ୟୁଜ୍ : ବଲିଉଡ ଅଭିନେତା ଟିକୁ ତଲାସାନିଆ ଅସୁସ୍ଥ। ‘ଅନ୍ଦାଜ ଅପନା ଅପନା’ ଭଳି ସିନେମାରେ ନିଜର ଆଇକନିକ୍ ହାସ୍ୟ ଅଭିନେତା ଭୂମିକା ପାଇଁ ଜଣାଶୁଣା ଟିକୁ ତଲସାନିଆ। ପୂର୍ବରୁ ଏହି ଅଭିନେତାଙ୍କୁ ହୃଦ୍‌ଘାତ ହୋଇଥିବା…
Read More...

ବିସିସିଆଇର ନୂଆ ସମ୍ପାଦକ ଦେବଜିତ୍ ସାଇକିଆ

ଓଡ଼ିଆ ନ୍ୟୁଜ୍ : ବିସିସିଆଇର ନୂଆ ସମ୍ପାଦକ ହେଲେ ଦେବଜିତ୍ ସାଇକିଆ। ଆସାମର କ୍ରିକେଟର ଦେବଜିତଙ୍କୁ ନିଯୁକ୍ତି ଦେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ  ଦେବଜିତଙ୍କୁ ଏହି ଦାୟିତ୍ବ…
Read More...

ଏନକାଉଣ୍ଟରରେ ୩ ସକ୍ସଲ ସଫା

ଓଡ଼ିଆ ନ୍ୟୁଜ୍ : ଛତିଶଗଡ଼ର ବିଜାପୁରରେ ସେନାକୁ ମିଳିଲା ବଡ଼ ସଫଳତା। ଆଜି ସକାଳୁ ସେନା ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏଥିରେ ସେନା ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ…
Read More...

ସେକି ହେଉଥିବା ବେଳେ ନିଆଁରେ ଜଳିଗଲେ ମାମୁ-ଭଣଜା

ଓଡ଼ିଆ ନ୍ୟୁଜ୍ : ନିଆଁ ସେକି ହେଉଥିବା ବେଳେ ନିଆଁରେ ଜଳିଗଲେ ମାମୁ-ଭଣଜା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏହି ଅଘଟଣ ଘଟିଛି। ନିଆରେ ଜୀବନ୍ତ ଦଗ୍ଧ  ହୋଇଥିବା ଦୁଇ ନାବାଳକ ସମ୍ପର୍କରେ ମାମୁ ଭଣଜା ହୋଇଥିବା…
Read More...

ଟୁଇନ୍ ସିଟି ସହ ଯୋଡ଼ିହେବ ପୁରୀ, ହେବ ‘ଟ୍ରାଇ ସିଟି’

ଓଡ଼ିଆ ନ୍ୟୁଜ୍ : ଟୁଇନ୍ ସିଟି କଟକ,ଭୁବନେଶ୍ୱର ସହ ଯୋଡ଼ିହେବ ପୁରୀ। ଏହାକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ…
Read More...

ସରକାରୀ ଚାକିରି ଆଳରେ ଲୁଟିଥିଲେ ଲକ୍ଷାଧିକ, ଦମ୍ପତିଙ୍କୁ ବାନ୍ଧିଲା ପୁଲିସ

ଓଡ଼ିଆ ନ୍ୟୁଜ୍ : କୋର୍ଟରେ ସରକାରୀ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଲୁଟିଥିଲେ ଠକ ଦମ୍ପତ୍ତି। କିରାଣିଠାରୁ ଆରମ୍ଭ କରି ଷ୍ଟେନୋଗ୍ରାଫର୍‌, ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରି ଭଳି ବଡ଼ ବଡ଼…
Read More...

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ନାଁ ଘୋଷଣା କଲା ଟିମ୍ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଏନେଇ ଖେଳାଳୀଙ୍କ ନାଁ ଘୋଷଣା ହୋଇଛି। ଅଭିଜ୍ଞ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି। ସଞ୍ଜୁ…
Read More...

ମାର୍ଚ୍ଚ ପରେ ଶିବକୁମାର ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ଓଡ଼ିଆ ନ୍ୟୁଜ୍: ମାର୍ଚ୍ଚ ପରେ ଶିବକୁମାର ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଶିବକୁମାରଙ୍କୁ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେବେ ସମର୍ଥନ ପ୍ରସଙ୍ଗରେ ଅଜବ ଉତ୍ତର ଦେଇଛନ୍ତି ଶିବକୁମାର। ତାଙ୍କ…
Read More...

ପ୍ରଶ୍ନପତ୍ର ଲିକ୍ ଏକ ଶିଳ୍ପରେ ପରିଣତ ହୋଇଛି: ଉପରାଷ୍ଟ୍ରପତି

ଓଡ଼ିଆ ନ୍ୟୁଜ୍: ପ୍ରଶ୍ନପତ୍ର ଲିକ୍ ଏକ ଶିଳ୍ପରେ ପରିଣତ ହୋଇଛି, ଏକ ପ୍ରକାର ବ୍ୟବସାୟ ରେ ପରିଣତ ହୋଇଛି।  ଏମିତି କହିଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର। ଧନଖର କହିଛନ୍ତି ଯେ ଯଦି ପ୍ରଶ୍ନପତ୍ର ଲିକ୍ ହୁଏ ତେବେ ଚୟନର…
Read More...