ପଞ୍ଜାବରେ କର୍ଫ୍ୟୁ ଲାଗୁ

0

କରୋନା ଭାଇରସ୍ ପାଇଁ ପଞ୍ଜାବ ରେ ଲାଗୁ କରାଯାଇଛି କର୍ଫ୍ୟୁ l ପଞ୍ଜାବ ର ମୁଖ୍ୟ ଶାସନ ସଚିବ ଏବଂ ଡିଜିବି ଙ୍କ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅମରେନ୍ଦର ସିଂ ଏହି ନିଷ୍ପତ୍ତି ନେଇଛନ୍ତି l ଦେଶ ର ପ୍ରଥମ ରାଜ୍ୟ ଭାବରେ ଏହି କର୍ଫ୍ୟୁ ଲାଗୁ କରାଯାଇଛି I କର୍ଫ୍ୟୁ ଲଗାଯିବା ନେଇ ଜଣେ ସରକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି l

Leave A Reply

Your email address will not be published.