ଟିମ ଇଣ୍ଡିଆକୁ ଝଟକା, ଏସିଆ କପ୍‌ରୁ ବାଦ୍‌ ପଡିପାରନ୍ତି ଶ୍ରେୟସ ଆୟର

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଟିମ ଇଣ୍ଡିଆକୁ ବଡ ଝଟକା, ଏସିଆ କପ୍‌ରୁ ବି ବାଦ୍‌ ପଡିପାରନ୍ତି ଶ୍ରେୟସ ଆୟର । ପିଠିରେ ଅସ୍ତ୍ରୋପଚାର କରାଇବା ପରେ ଏନ୍‌ସିଏରେ ଫିଟ୍‌ନେସ ପ୍ରସ୍ତୁତି ଚଳାଇଥିବା ଭାରତର ମଧ୍ୟକ୍ରମ ବ୍ୟାଟର…
Read More...

୫-ଟି ସଚିବଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ବେଳେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅପରାଜିତା ଟୁଇଟ୍‌…
Read More...

ଦୁଃଖଦ ଖବର, ଭୟଙ୍କର ବସ ଦୁର୍ଘଟଣାରେ ୧୨ ମୃତ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଣି ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ବଡ଼ ଧରଣର ବସ ଦୁର୍ଘଟଣା ହୋଇଛି । ଦୁଇ ଘରୋଇ ଓ ସରକାରୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘରୋଇ…
Read More...

ୱାଗନର ବିଦ୍ରୋହ ପରେ ଆହୁରି ଟାଣ ହେଲା ପୁଟିନଙ୍କ ହାତ ମୁଠା

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଆହ୍ବାନ ସୃଷ୍ଟି କରିଥିବା ଘରୋଇ ସେନା ୱାଗନର ଗ୍ରୁପ୍ ଯୋଗୁ ଦେଶରେ ଗୃହଯୁଦ୍ଧ ପରି ପରିସ୍ଥିତି ଓ ଅସ୍ଥିରତା ସୃଷ୍ଟି ହେବା ଆଶଙ୍କା…
Read More...

ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ବଡ଼ ଖବର, ଜାଣନ୍ତୁ କ’ଣ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ର ୱାସ୍‌ରୁମ୍‌ରେ ହଠାତ୍‌ ଜଣେ କ୍ଷତାକ୍ତ ଯୁବକ ପଶିଯାଇ କବାଟ କୀଳି ଦେବାରୁ ସହଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ ବୋଲି ପୁଲିସ କହିଛି। ସନ୍ଧ୍ୟା ପ୍ରାୟ…
Read More...

ବିଦେଶରୁ ଫେରି ମୋଦି ପଚାରିଲେ “ଦେଶର ହାଲ୍‌ଚାଲ୍‌ କ’ଣ, ସବୁ ଠିକ୍‌ଠାକ୍‌ ଅଛି ତ?”

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ଗତ ୬ ଦିନ ଧରି ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଓ ମିଶର (ଇଜିପ୍ଟ) ଗସ୍ତରେ ଯାଇଥିଲେ। ବିମାନ ବନ୍ଦରରେ ତାଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି ଏବଂ…
Read More...

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ କାର୍ଯ୍ୟକାଳକୁ ପୂରିଲା ବର୍ଷେ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ କାର୍ଯ୍ୟକାଳ ସମ୍ବଲପୁରରେ ବର୍ଷେ ପୂରିଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମ୍ବଲପୁରରେ ଏହି ଯୁବ ଜିଲ୍ଲାପାଳଙ୍କ କାର୍ଯ୍ୟକାଳର…
Read More...

ଲଘୁଚାପ ପ୍ରଭାବ, ଏହି ସବୁ ଜିଲ୍ଲାରେ ପ୍ରବଳ କାଚିବ ବର୍ଷା

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଦୁଇଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି…
Read More...

ମହାକାଳ ମନ୍ଦିରର ଗର୍ଭଗୃହରେ ୭୦ ଦିନ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରର ଗର୍ଭଗୃହରେ ୭୦ ଦିନ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ କୌଣସି ଭିଆଇପିଙ୍କୁ ମଧ୍ୟ ପ୍ରବେଶ ମିଳିବ ନାହିଁ। ଏହି କଟକଣା ଆସନ୍ତା ଜୁଲାଇ ୪ରୁ…
Read More...

ଐତିହାସିକ ଅଲ-ହାକିମ୍ ମସ୍‌ଜିଦ୍ ପରିଦର୍ଶନ କଲେ ମୋଦି

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଇଜିପ୍ଟର ରାଜଧାନୀ କାଇରାରେ ଥିବା ୧୧ଶହ ଶତାବ୍ଦିର ଐତିହାସିକ ଅଲ-ହାକିମ୍ ମସ୍‌ଜିଦ୍ ପରିଦର୍ଶନ କରିଥିଲେ। ଭାରତର ଦାଉଦୀ ବୋହରା ସମ୍ପ୍ରଦାୟଙ୍କ ସହାୟତାରେ ଏହି…
Read More...