ନିଜ ନିଷ୍ପତ୍ତି ବଦଳାଇବେ କି ଅଖିଳେଶ ଯାଦବ?

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ସାଧାରଣ ସଚିବ ତଥା ୟୁପି କଂଗ୍ରେସର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ (ପ୍ରିୟଙ୍କା ଗାନ୍ଧୀ ଭଦ୍ରା) କଂଗ୍ରେସ ଅଧିବେଶନରେ ବିଜେପି ବିରୋଧରେ ବିରୋଧୀ ଦଳମାନଙ୍କୁ ବାର୍ତ୍ତା ଦେଇଛନ୍ତି।…
Read More...

ବଢୁଛି ଋଷ ତେଲର ଚାହିଦା: ଗତ ମାସ ତୁଳନାରେ ୨୮ ପ୍ରତିଶତ ବୃଦ୍ଧି ପାଇଛି ଆମଦାନୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଫେବୃଆରୀରେ ଅଶୋଧିତ ତୈଳ ଆମଦାନୀରେ ବୃଦ୍ଧି ଘଟିଛି। ଭାରତ ରୁଷରୁ ପ୍ରତିଦିନ ୧.୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆମଦାନି କରିଥାଏ ଜ୍ଝ ଏଭଳି ପରିସ୍ଥିତିରେ ଭାରତର ଅଶୋଧିତ ତୈଳରେ ଋଷର ଅବଦାନ ୩୫…
Read More...

କାମ ଦେଲାନି ପ୍ରାର୍ଥନା, ଆଖି ବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପରଲୋକ ରେ ଅଭିନେତା ପିଣ୍ଟୁ ନନ୍ଦ । 46 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା ହେତୁ ସେ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଲିଭର୍…
Read More...

ପୁଣି ଏକ ବ୍ୟବସାୟରେ ପଶିଲେ ମୁକେଶ ଅମ୍ବାନୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଗୋଷ୍ଠୀ ବର୍ତ୍ତମାନ ଅନ୍ୟ ବ୍ୟବସାୟରେ ନିଜର ସ୍ଥିତିକୁ ମଜବୁତ କରିବାକୁ ପ୍ରସ୍ତୁତ ଜ୍ଝ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଜେନେଟିକ୍ ମ୍ୟାପିଂରେ ଜଡିତ ହେଉଛି ଜ୍ଝ ଭାରତର…
Read More...

ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ନାରେ ଏଫଆଇଆର: ଜାଣନ୍ତୁ କାହିଁକି?

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉତ୍ତରପ୍ରଦେଶର ଲକ୍ଷ୍ନøରେ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ଜାମିନ ବିହୀନ ବିଭାଗ ଅଧୀନରେ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନରେ ଗୌରୀ ଖାନଙ୍କ ବିରୋଧରେ…
Read More...

ବିଏମସିକୁ ନାଲିଆଖି ଦେଖାଇ ସରକାରୀ ଜମିରେ ବାଲି ବେପାର,ଉଚ୍ଛେଦ କରିବାକୁ ଯାଇ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଫେରିଲା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଜବରଦଖଲକାରୀଙ୍କ ଲାଗି ଚରାଭୂଇଁ ପାଲଟୁଛି। ଯିଏ ଯେଉଁଠି ପାଉଛି ସେଠି ଜମି ମାଡ଼ିବସୁଛି। କିଏ କେନାଲ କଡ଼ରେ ଘର କରି ରହୁଛି ତ କିଏ କଞ୍ଜରଭେନ୍ସିଂରେ। ମୁଖ୍ୟକଥା…
Read More...

ଜବତ ଗାଡିକୁ ଛାଡିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ, ଖନ୍ତାପଡ଼ା ଥାନା ଏଏସଆଇ ଓ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନାରେ ଏକ ମାମଲାର ଜବତ ଗାଡିକୁ ଛାଡିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଏସ୍‌ଆଇ ଓ ହୋମଗାର୍ଡ। ଭିଜିଲାନ୍‌ସ ହାତରେ…
Read More...

ପୁଣି ଆନ୍ଦୋଳନକୁ ଓଲ୍ହାଇବ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ, ପ୍ରସ୍ତୁତ ହେଉଛି ବୋଲି ଦେଲା ସୂଚନା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆନ୍ଦୋଳନକୁ ଓଲ୍ଲାଇବାକୁ ପୁଣି ପ୍ରସ୍ତୁତ ହେଉଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ।ଶ୍ରମିକ ଭାବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଏଭଳି ସୂଚନା ଦେଇଛି ଶିକ୍ଷକ ମହାସଂଘ। 2013 ମସିହାର ନିୟମ…
Read More...

ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରିଛନ୍ତି…
Read More...