ରାଞ୍ଚି ସିଭିଲ୍ କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତ୍ରୀ ଅମିଶା ପଟେଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏକ ପ୍ରତାରଣା ମାମଲାରେ ଶନିବାର ରାଞ୍ଚି ସିଭିଲ କୋର୍ଟରେ ହାଜର ହେବା ପରେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆତ୍ମସମର୍ପଣ କରିଛନ୍ତି। କୁହାଯାଉଛି ଯେ ଚଳଚ୍ଚିତ୍ର ଅଭିନେତ୍ରୀ ଅମିଶା ପଟେଲ ଚେକ୍…
Read More...

ଯଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥାଆନ୍ତେ, ତେବେ ଭାରତର ବିଭାଜନ ହୋଇ ନଥାନ୍ତା: ଅଜିତ ଡୋଭାଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶନିବାର (ଜୁନ୍ ୧୭) ଦିନ ଦିଲ୍ଲୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେମୋରିଆଲରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଥମ ଭାଷଣ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଦେଶର ବିଭାଜନ ଏବଂ…
Read More...

୨୪ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ କି ୟୁନିଫର୍ମ ସିଭିଲ କୋଡ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଯେଉଁ ଦିନ ୨୨ ତମ ଆଇନ ଆୟୋଗ ଏହି ପ୍ରସଙ୍ଗରେ ଦେଶର ଲୋକଙ୍କଠାରୁ ପରାମର୍ଶ ଲୋଡିଛନ୍ତି ସେହି ଦିନଠାରୁ ଦେଶରେ ୟୁନିଫର୍ମ ସିଭିଲ କୋଡ ଉପରେ ବିତର୍କ ଆରମ୍ଭ ହୋଇଛି। ବାସ୍ତବରେ ବିଶ୍ୱ ହିନ୍ଦୁ ପରିଷଦ…
Read More...

କନ୍ଧମାଳ ପର୍ଯ୍ୟଟନର ସାମଗ୍ରୀକ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ, ମା ବରାଳଦେବୀ ମନ୍ଦିରର ହେବ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫T ସଚିବ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ…
Read More...

ଓଡିଶାରେ ଧାନ କିଣାରେ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଲୁଟ ହେଉଛି, ବିଜେଡ଼ିର ମନ୍ତ୍ରୀ ଓ ବିଧାୟକମାନେ ସାମିଲ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ଏକ ଚାଷୀ ପ୍ରଧାନ ରାଜ୍ୟ । କିନ୍ତୁ ଓଡିଶାର ଚାଷୀମାନେ ବାରମ୍ବାର ଏଠିକାର ବିଜୁ ଜନତା ଦଳ ସରକାର ଦ୍ୱାରା ପ୍ରତାରଣାର ଶୀକାର ହେଉଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ଧାନ କିଣା…
Read More...

ଶିମିଳିପାଳରେ ପୁଣି ମାତିଲେ ଶିକାରୀ, ଗୁଳି କରି ହତ୍ୟା କଲେ ଫରେଷ୍ଟରଙ୍କୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶିକାରୀ ଗୁଳିର ଶିକାର ହେଲେ ଫରେଷ୍ଟର । ଶିମିଳିପାଳରେ ପୁଣି ମାତିଲେ ଶିକାରୀ । ଗୁଳି କରି ହତ୍ୟା କଲେ ଫରେଷ୍ଟରଙ୍କୁ । ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ମୃତ । ପାଟ୍ରୋଲିଂ ବେଳେ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ୯ ବର୍ଷ ମଧ୍ୟରେ ଭାରତର ଚିତ୍ର ଏବଂ ଭବିଷ୍ୟତ ପରିବର୍ତ୍ତନ ହୋଇଛି : ଜେପି…

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପ୍ରଶଂସା କରିଛନ୍ତିଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କହିଛନ୍ତି ଗତ ନଅ ବର୍ଷ ମଧ୍ୟରେ ଦେଶରେ ୭୪ ବିମାନବନ୍ଦର ନିର୍ମାଣ କରାଯାଇଛି।…
Read More...

ଗାୟକ ସୌରୀନ ଭଟ୍ଟଙ୍କୁ ଗିରଫ କରିବ କଟକ ପୋଲିସ !

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିବାଦ ଘେରରେ ଛନ୍ଦି ହୋଇଛନ୍ତି। ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏତଲା ପରେ ସୌରୀନଙ୍କ ନାଁରେ ଦୁଷ୍କର୍ମ ମାମଲା…
Read More...

୧୯ ତାରିଖ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ, କାର୍ଯ୍ୟକ୍ରମକୁ ସଫଳ କରିବା ଓପିସିସି ସଭାପତିଙ୍କ ନିବେଦନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ଓଡ଼ିଶା ଶିଝୁଥ‌ିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମସ୍ୟା ପ୍ରତି ଉଦାସୀନ ରହି ଦାଉ ସାଜୁଛନ୍ତି ।ରାଜ୍ୟ ବିଜେଡ଼ି ସରକାର ରାଜ୍ୟବାସୀଙ୍କୁ…
Read More...

ତାତିରୁ ମିଳିବ ତ୍ରାହି, ୨୧ରୁ କାଚିବ ବର୍ଷା

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗରମରେ ସନ୍ତୁଳି ହୋଇଗଲେଣି ରାଜ୍ୟବାସୀ।  ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏସବୁ ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ଆସନ୍ତା ୨୧ ତାରିଖରୁ ହେବ ବର୍ଷା । କମିବ ପାରଦ । ବର୍ଷା ହେବା…
Read More...