ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪ର୍ଥ ପର୍ଯ୍ୟାୟ ମତଦାନ ସରିଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪ର୍ଥ ପର୍ଯ୍ୟାୟ ମତଦାନ ସରିଲା | ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଶେଷ ପର୍ଯ୍ୟାୟ ୪ର୍ଥ ମତଦାନ ସାବ୍ୟସ୍ତ କାର୍ଯ୍ୟକ୍ରମ ଏଥିରେ ରାଇରଙ୍ଗପୁର…
Read More...

ବିଜେପି କର୍ମୀଙ୍କ ଗଣ୍ଡଗୋଳ ନେଇ ଅଭିଯୋଗ କଲେ ବିଜେଡି ଏଜେଣ୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୁଥରେ ଭୋଟର ଙ୍କୁ ପ୍ରଭାବିତ କରିବାକୁ ବିଜେପି କର୍ମୀଙ୍କ ଗଣ୍ଡଗୋଳ ନେଇ ଅଭିଯୋଗ କଲେ ବିଜେଡି ଏଜେଣ୍ଟ | ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ କରିଲୋ ପାଟଣା ପଞ୍ଚାୟତ ନାରଣ…
Read More...

ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କଲା ସମ୍ପର୍କୀୟ କାକା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା/କୁଳିଅଣା- କାକା ଓ ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ନାବାଳିକା ଝିଆରୀକୁ ବୁଲାଇ ନେବା ବାହାନାରେ ନେଇ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ସମ୍ପର୍କୀୟ କାକା ହତ୍ୟା କରିଛି। ଏହି…
Read More...

କୂଅକୁ ଡିଆଁ ମାରି ଯୁବକଙ୍କ ଆତ୍ମହତ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ଦେବେନ୍ଦ୍ରପୁର ଅଞ୍ଚଳରେ ଜଣେ ଯୁବକ କୂଅକୁ ଡିଆଁ ମାରି ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ଦେବେନ୍ଦ୍ରପୁର ଅଞ୍ଚଳର ଆଦିତ୍ୟ ବେରା (୧୯)। ସୂଚନା ଅନୁଯାୟୀ, ଆଦିତ୍ୟ ଶନିବାର ବିଳମ୍ବିତ…
Read More...

ଅମୁଲ ପରେ କ୍ଷୀର ଦର ବଢ଼ାଇଲା ମଦର ଡାଏରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅମୂଲ ପରେ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଛି ମଦର୍ ଡେରୀ(Mother Dairy)। ଆଜି କମ୍ପାନୀ ପକ୍ଷରୁ କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ନିକଟରେ ଅମୂଲ ମଧ୍ୟ କ୍ଷୀର ଲିଟର୍ ପିଛା ୨…
Read More...

ଜୁନ୍ ୪ରେ ଭୋଟ୍ ଗଣତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲି ଭୋଟ ଗଣତି।  ଜୁନ୍ ୪ରେ ହେବ ଭୋଟ ଗଣତି । ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତୀକ ଦଳ । ସେପଟେ ଜୁନ ୪ରେ ଭୋଟ ଗଣତି ବେଳେ ଆଇନଶୃଙ୍ଖଳା ପାଇଁ ରାଜ୍ୟରେ ୭୦ କମ୍ପାନୀ ସିଏପିଏଫ କର୍ମଚାରୀ…
Read More...

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରକାଶ ପାଇଲା ଚଳିତ ବର୍ଷର ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଫଳାଫଳ । www.ojee.nic.inରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । ୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ…
Read More...

ରାଜ୍ୟ କ୍ୟାବିନେଟର ଶେଷ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି (ମଙ୍ଗଳବାର) ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ବସିଛି । ପୂର୍ବାହ୍ନ ସାଢ଼େ ୧୧ଟାରୁ ଏହି ବୈଠକ ଲୋକସଭା ଭବନରେ ଅନୁଷ୍ଠିତ…
Read More...

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ…
Read More...

ଅଂଶୁଘାତରେ ଗଲାଣି ୨୬ ଜୀବନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଢ଼ୁଛି ତାତି, କଲବଲ ପଶ୍ଚିମ ଓଡ଼ିଶାବାସୀ ।  ଟାଣଖରା ଯୋଗୁଁ ରାଉରକେଲା ଏବଂ ଝାରସୁଗୁଡା ଜିଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ବଢୁଛି। ଏସନ ରାଜ୍ୟରେ ମୋଟ ୧୪୧ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ…
Read More...