ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଭାଗ ଆଜି ସହରର ଜଣେ ପ୍ରମୁଖ ବ୍ୟବସାୟୀ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲାଙ୍କ ଘରେ…
Read More...

ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ। ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଦୀର୍ଘ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢି ଚାଲିଛି। ଏବଂ…
Read More...

ବଢିଲା କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣିଥରେ ବଢିଲା କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର । ଦେଶରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମହଙ୍ଗା ହୋଇଛି । ଦିଲ୍ଲୀରେ ୨୫ଟଙ୍କା ବୃଦ୍ଧି ହୋଇ ଗ୍ୟାସ ସିଲିଣ୍ଡର ୧୭୯୫ଟଙ୍କାରେ ପହଂଚିଛି।…
Read More...

ରାଜ୍ୟରେ ଦିନ ତାପମାତ୍ରା ପୁଣି ବଢ଼ିଛି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସହ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
Read More...

ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ହ୍ରାସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ୨୦୧୮ ତୁଳନାରେ ୨୦୨୨ରେ କଲରାପତରିଆଙ୍କ ସଂଖ୍ୟା ଓଡ଼ିଶାରେ କମିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮…
Read More...

ବଢିଲା ଗଣଶିକ୍ଷକଙ୍କ ବେତନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।  ବଢିଲା ଗଣଶିକ୍ଷକଙ୍କ ଦରମା । OTET ପାସ୍ କରି ନଥିବା ଗଣଶିକ୍ଷକଙ୍କ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଞ୍ଜନଗରରେ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତିଙ୍କ ଆଜି ତୃତୀୟ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଞ୍ଜନଗରରେ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । ଏଥି ପାଇଁ…
Read More...

କମ୍ପୋଷ୍ଟ ଖତ ୟୁନିଟ ଉଦ୍ଘାଟିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପାଖଝୋଲା ପଞ୍ଚାୟତ ଆଲିଗାଁରେ କୋମ୍ପୋଷ୍ଟ ଖତ ୟୁନିଟ ନେଇ ଏକ ସମାରୋହ ଆୟୋଜିତ ହୋଇଯ଼ାଇଛି | ଏହି ସମାରୋହଟି ଆଲିଗାଁର ସରସ୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀ…
Read More...

ସାପ୍ତାହିକ ହାଟ ରେ ଆନ୍ଧ୍ର ପୁଲିସ ର ଶିବିର କାର୍ଯ୍ୟକ୍ରମ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):କୋରାପୁଟ ଜିଲ୍ଲା ପୋଟାଙ୍ଗି ବ୍ଲକ୍ ବିବାଦୀୟ କୋଟିୟାପୁଞ୍ଜର ନେରୀଡି ୱାଲ୍ସା ସାପ୍ତାହିକ ହାଟ ରେ ଆନ୍ଧ୍ର ପୁଲିସ ର ଶିବିର କାର୍ଯ୍ୟକ୍ରମ କରିଛି। ଆଜି ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଜିଲ୍ଲା…
Read More...

ଖିଚିଂ ଆସି ମା କିଚକେଶ୍ବରୀଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୨…
Read More...